Browsing Tag

collector bargrah

କେଭେ ହେବା ବରଗଡ଼- ନୂଆପଡ଼ା ରେଲ୍ ପ୍ରକଳ୍ପ କାମ୍‌

ବରଗଡ଼ ସହର ସାଙ୍ଗେ ନୂଆଁପଡାକେ ରେଲ୍ ଲାଇନ୍ ସଂଯୋଗ କରବାର ଲାଗି କେନ୍ ଦିନୁ ଇଠାନର ଲୁକେ ଦାବି କରି ଆସୁଛନ୍ । ନୂଆପଡ଼ା ସାଙ୍ଗେ ଛତିଶଗଡ଼ ରାଜଧାନୀ ରାୟପୁର, ପଦ୍ମପୁରକେ ରେଲ୍ ଲାଇନ୍ ସଂଯୋଗ କରବାର ଲାଗି ଭିଲ୍ ଦାବି ହେଇଛେ । ଇ ରେଲ୍ ଲାଇନ୍‌ଟା ହେଲେ ବରଗଡ଼ ସାଙ୍ଗେ ନୂଆପଡ଼ା ଜିଲ୍ଲାର ଭିନ୍…