ଚେନ୍ନେଇ ଟେଷ୍ଟ୍‌:ଦୁଇ ନମ୍ବର୍ ଦିନେ ଇଂଲଣ୍ଡର ଦବ୍‌ଦବା: ୫୫୫/୮, ରୁଟ୍ ହିରୋ

0

ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍‌ର ଚେନ୍ନେଇଠାନେ ଚାଲିଥିବାର୍ ପହେଲା ଟେଷ୍ଟ୍‌ର ଦୁଇ ନମ୍ବର୍ ଦିନେ ଆଏଜ୍ ଇଂଲଣ୍ଡ୍ ବହୁତ୍ ଭଲ୍ ଖେଲିକରି ୮ ୱିକେଟ୍‌ନେ ୫୫୫ ରନ୍ କରିନେଇଛେ । ହେଥିର୍ ଲାଗି ଇଂଲଣ୍ଡ୍‌ର ସ୍ଥିତି ଇହାଦେ ବହୁତ୍ ଭଲ୍ ହେଇସାରିଛେ । ଆଏଜ୍ ଦିନ୍ ସାରା ତିନିହ୍ ସେସନ୍‌ରେ ଇଂଲଣ୍ଡ୍‌ର ବ୍ୟାଟ୍ସମ୍ୟାନ୍ ମାନେ ବହୁତ୍ ଭଲ୍ ବ୍ୟାଟିଂ କରିଥିଲେ । ବାକି ଭାରତ୍‌ର ଫିଲ୍ଡିଂ ବହୁତ୍ ଖରାପ୍ ହେଇଥିଲା ଆର୍ ବହୁତ୍‌ଟେ କ୍ୟାଚ୍ ଛାଡିଥିଲେ । ସେତାର୍ ସୁଯୋଗ୍ ନେଇକର ଇଂଲଣ୍ଡ୍ ୫୫୫ ରନ୍ କରିଥିଲା ଆର୍ କାଲ୍‌କେ ବି ତାଁକର୍ ପାଖେ ଆର୍ ଦୁଇଜନ୍ ବ୍ୟାଟ୍ସମ୍ୟାନ୍ ଅଛନ୍‌ତାଲି ।


ଆଏଜ୍‌କାର୍ ଖେଲ୍‌ନେବି ଇଂଲଣ୍ଡ୍‌ର କ୍ୟାପ୍‌ଟେନ୍ ଜୋ ରୁଟ୍ ହିରୋ ଥିଲେ । ସେ ନିଜର୍ ୧୦୦ ନମ୍ବର୍ ମ୍ୟାଚ୍‌ନେ ଦ୍ୱିଶତକ୍ କରବାର୍ ପହେଲା ଖେଲାଲୀ ହେଇଛନ୍ ଆର୍ ତାର୍ ସାଙ୍ଗେ ଶହେ ନମ୍ବର୍ ମ୍ୟାଚ୍‌ନେ ସବୁନୁ ଅଧିକା ରନ୍ କରିଥିବାର୍ ବ୍ୟଟ୍ସମ୍ୟାନ୍ ହେଇଯାଇଛନ୍ । ଆଏବାର୍ କାଲି ଭାରତ ଜଲ୍‌ଦି ଇଂଲଣ୍ଡକେ ଅଲଆଉଟ୍ କରିକି ବହୁତ୍ ଭଲ୍ ହିସାବେ ବ୍ୟାଟିଂ କରବାର୍‌ଟା ବହୁତ୍ ଜରୁରୀ ଆଏ । ନାଇଁ ହେଲେ ଭାରତ୍ ମ୍ୟାଚ୍‌କେ ଫିରବାର୍‌ଟା ମୁସ୍କିଲ୍ ହେଇଯିବା ।

Leave A Reply

Your email address will not be published.