କୋଭିଡ୍ ରୋଗୀକଁରନେ ଭର୍ତ୍ତି ଭିମସାର ମେଡିକାଲ, ବାହାର ଜିଲ୍ଲାନୁ ବେଶୀ ବେମାରୀ

0

କରୋନା ପଜିଟିଭ୍‌କଁର ସଂଖ୍ୟା କମବାର ନାଁ ନାଇଁ ନେବାର । ଗଲା ବଛରନୁ ଲେଖେଁ ଦୁଇ ନମ୍ବର ଲହରନେ ସଂକ୍ରମଣ ବଢୁଥିବାରନୁ ଚିନ୍ତା ବଢିଛେ । ପଶ୍ଚିମ ଓଡ଼ିଶାନେ ସୁନ୍ଦରଗଡ଼, ନୂଆଁପଡା, ବଲାଙ୍ଗିର ଲେଖେଁ ଜିଲ୍ଲା ମାନକେ ସ୍ଥିତି ଗମ୍ଭୀର ରହିଥିବାର ବେଲକେ ଇହାଦେ ସମ୍ବଲପୁର ସହରନେ ଭିଲ୍ କରୋନା କାୟା ମେଲେଇଛେ । ଆକ୍ରାନ୍ତକଁର ସଂଖ୍ୟା ବଢିକରି ଇହାଦେ ଶହେ ଉପରେ ସଂଖ୍ୟା ଆସୁଛେ । ଆଘୋ ଜିଲ୍ଲାନେ କରୋନା ସଂକ୍ରମଣ ସଂଖ୍ୟା ଗୁଟେ ଅଙ୍କନେ ରହୁଥିବାର ବେଲକେ ଇହାନେ ତିନି ଅଙ୍କନେ ଆସୁଛେ । ସଂକ୍ରମଣ ବଢୁଥିବାର ଦେଖିକରି ଜିଲ୍ଲାକେ ଅରେଞ୍ଜ ଜୋନ୍‌ନେ ରଖାଯାଇଛେ । ସେଆଡେ କୋଭିଡ୍ ହସ୍ପିଟାଲନେ ରୋଗୀ ଭର୍ତ୍ତି ହେଇଯାଇଥିବାର ବେଲକେ ଆହୁରି ବେଡ୍‌ର ଦରକାର ରହିଛେ । କରୋନା ହାର୍ କେନ୍ତା ରହିଛେ ଇତାକେ ନେଇକରି ଜିଲ୍ଲା ପ୍ରଶାସନ୍ କେତେ ସତର୍କ ଦେଖମା ପହରାର ଇ ଭିଡିଓନେ ।

Leave A Reply

Your email address will not be published.