Browsing Tag

covid-19 rules

ପଶ୍ଚିମ ଓଡ଼ିଶାନେ ସ୍ଥିତି ସାଂଘାତିକ୍

କରୋନା ଲାଗି ଇଥର ପଶ୍ଚିମ ଓଡ଼ିଶାନେ ସ୍ଥିତି ସାଂଘାତିକ୍ । ଆଏଜ୍ ସାରା ରାଏଜୁ ୮୭୯ କରୋନା ପଜିଟିଭ୍ ବାହାରିଥିବାର୍ ବେଲକେ ଖାଲି ସୁନ୍ଦରଗଡ ଜିଲ୍ଲାନୁ ବାହାରିଛନ୍ ୧୩୧ ପଜିଟିଭ୍ । ସମ୍ବଲପୁରନୁ ୪୮, ବରଗଡନୁ ୫୩, କଳାହାଣ୍ଡିନୁ ୪୩, ନୂଆପଡାନୁ ୬୧, ବଲାଙ୍ଗିରନୁ ବାହାରିଛନ୍ ୨୬ ପଜିଟିଭ ,…

୨୦ତାରିଖନୁ ଶୀତ ଅଧିବେଶନ୍

ଆଏବାର ୨୦ ତାରିଖନୁ ମୁଲ ହେବାକେ ଯାଉଛେ ବିଧାନସଭାର ଶୀତ ଅଧିବେଶନ୍ । ଗୃହକାର୍ଯ୍ୟ ଯେନ୍ତା ଠିକ୍ ହିସାବେ ହେବା ଆରୁ ଦୁଶରା ଆଲୋଚନା ଲାଗି ସର୍ବଦଳୀୟ ବୈଠକ ଡାକିଛନ୍ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଇ ନେଇକରି ଆଏବାର ୧୮ ତାରିଖନେ ସର୍ବ ଦଳୀୟ ବୈଠକ ଡାକିଛନ୍ ବାଚସ୍ପତି । ଇହାଦେ ଭିଲ୍…

କରୋନା ସାଜଲା କାଲ୍‌, ପୁଓ ଉତାରୁ ଗଲା ବୁଆର ଜୀବନ୍‌

କରୋନା ଭାଇରସ୍ ଲାଗି ଇହାଦେ ପୁରା ବିଶ୍ୱ ଯୁଝୁଛେ । ଇହାଦେ ଭିଲ୍ ବେମାରୀ ବଢ୍‌ବାର ଡର ରହିଥିବାର ବେଲକେ ବଲାଙ୍ଗିରନୁ ଆସିଛେ ଗୁଟେ ଦୁଖଦ୍ ଖବର । କରୋନା ଭାଇରସ୍ ପହେଲା ପୁଓର ଜୀବନ୍ ଯାଇଥିବାର ବେଲକେ ଇହାଦେ ବୁଆର ଜୀବନ୍ ଭିଲ୍ ଯାଇଛେ । ବଲାଙ୍ଗିର ଜିଲ୍ଲାନୁ ଆସିଛେ ଏନ୍ତା ଖବର କରୋନା…