Browsing Tag

dumerjor sbi branch

ଦିନ୍ ଦାହାଡେ ଲୁଟି ନେଲେ ୫ ଲାଖ୍ ଟଙ୍କା

ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଡୁମେରଜୋରନେ ଦିନ୍ ଦାହାଡେ ଲୁଟ୍ । ଇଠାନର ଏସବିଆଇ ବ୍ୟାଙ୍କନୁ ଲୁଟେରା ୫ ଲାଖ୍‌ନୁ ଅଏତକା ଟଙ୍କା ଲୁଟି ନେଇଛନ୍ । ୫ ଜନ୍ ଲୁଟେରା ମୁଖା ପିନ୍ଧିକରି ବ୍ୟାଙ୍କ ଭିତରେ ଢୁକିଥିଲେ । ବ୍ୟାଙ୍କ କର୍ମଚାରୀକୁଁ ବନ୍ଧୁକ୍ ଆର ଖଣ୍ଡା ଦେଖେଇକରି ମାରିଦେବାର…