ଦେଶେ ପହେଲା ଦିନ ଭଲ୍ ହିସାବେ ସରିଯାଇଛେ କରୋନା ଟିକାଦାନ୍

0

କରୋନା ଟିକାଦାନ୍ ପ୍ରକ୍ରିୟା ଶନିବାର୍ ଦିନୁ ଆରମ୍ଭ ହେଇଯାଇଥିବାର୍ ବେଲ୍‌କେ ପହେଲା ଦିନ ସାରା ଦେଶ୍‌ନେ ବହୁତ୍ ଭଲ୍ ଭାବେ ଦେଶ୍‌ନେ ଟିକାଦାନ୍ ପ୍ରକ୍ରିୟା ସରିଯାଇଛେ । ପ୍ରଧାନ୍‌ମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକାଦାନ ପ୍ରକ୍ରୟାକେ ଶୁଭାରମ୍ଭ କରିଥିଲେ । ପହେଲା ଦିନ ସାରା ଦେଶ୍‌ନେ ୧ ଲାଖ୍ ୯୧ ହଜାର୍ ୧୮୧ ଜନକୁଁ ଟିକାଦାନ୍ କରାଯାଇଛେ । ସାରା ଦେଶ୍‌ନେ ୧୬,୭୫୫ ସ୍ୱାସ୍ଥ୍ୟକର୍ମୀ ଟିକା ଦେଇଥିଲେ । ଦେଶ୍ ନେ ସବୁଆଡେ ଲୋକ୍ ଟିକା ନେଇଥିବାର୍ ଉତାରୁ କାହାରି ନେ ପାଶ୍ୱପ୍ରତିକ୍ରିୟା ଦେଖା ନାଇଯାଇ ।

ଦେଶ୍ ର ପହେଲା ଟିକା ଦିଲ୍ଲୀ ନେ ଜନେ ସଫେଇ କର୍ମଚାରୀକୁଁ ଦିଆଯାଇଥିଲା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ୍ ବି କୋଭେକ୍ସିନ୍ ଟିକା ନେଇଥିଲେ । ଟିକା ନେଲା ଉତାରୁ ସେ କୋଭେକ୍ସିନ୍ ଆର୍ କୋଭିସିଲ୍ଡ ଦୁହିଟା ସୁରକ୍ଷିତ୍ ଆର୍‌୍ ସେ ଦୁହି ଟିକା ଭିତ୍‌ରେ କିଛି ପାର୍ଥକ୍ୟ ନାଇଥିବାର୍ ସେ କହିଥିଲେ । ସେନ୍ତା ଆମର୍ ରାଏଜ୍‌ନେ ଭିଲ୍ ୮୫ ଶତକଡା ଲୋକ ଟିକା ନେଇଛନ୍ । ରାଏଜ୍ ନେ ବି ସବୁଆଡେ ଭଲ୍ ଭାବେ ପହେଲା ଦିନର୍ ଟିକାଦାନ୍ ପ୍ରକ୍ରିୟା ଶେଷ୍ ହେଇଯାଇଛେ । ୭ଟା ଜିଲ୍ଲା ସୋନପୁର୍ ,ଅନୁଗୁଳ, ବାଲେଶ୍ୱର୍ ,ବୌଦ୍ଧ ,କନ୍ଧମାଳ,କେନ୍ଦ୍ରାପଡା,କୋରାପୁଟ୍ ନେ ୧୦୦ ପ୍ରତିଶତ୍ ଟିକାକରଣ୍ ହେଇଛେ । ଆର୍ ସବୁନୁ କମ୍ ଟିକାଦାନ୍ କେନ୍ଦୁଝର୍ ନେ ହେଇଛେ ।

Leave A Reply

Your email address will not be published.