ଲଇକେରା ବ୍ଲକ୍ ର ୪ଟା ସ୍କୁଲ୍ ର ୩୨ଜନ ଛାତ୍ରଛାତ୍ରୀ ହେଲେ କରୋନା ପଜିଟିଭ୍

0

ଝାରସୁଗୁଡା ଜିଲ୍ଲା ର୍ ଲଇକେରା ବ୍ଲକ୍ ର ଥିବାର୍ କେତେଟା ସ୍କୁଲ୍ ନେ ୩୨ ଜନ୍ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ୍ ହେଇଛନ୍ । କରୋନା ଉତାରୁ ଇହାଦେ ସ୍କୁଲ୍ ଖୁଲିଛେ ହେଲେ ସ୍କୁଲ୍ ଖୁଲବାର୍ ନୁ ଲଇକେରା ବ୍ଲକ୍ ର ସରକାରୀ ଆର୍ ବେସରକାରୀ ମିଶିକରି ୧୩ଟା ହାଇସ୍କୁଲ୍ ରହିଥିବାର୍ ବେଲ୍‌କେ ସବୁନେ କରୋନା ଟେଷ୍ଟ୍ କରାଯାଇଥିଲା । କରୋନା ଟେଷ୍ଟ୍ କର୍‌ବାର୍ ଉତାରୁ ୯ଜନ ଛାତ୍ରଛାତ୍ରୀକଁର୍ କରୋନା ପଜିଟିଭ୍ ବାହାରିଥିଲା । ଲଇକେରା ବ୍ଲକ୍ ର କେଜିପି ସରକାରୀ ହାଇସ୍କୁଲ୍ ସାଲେଟିକରାନେ ୨ ଜନ , ହେମସାଗର୍ ହାଇସ୍କୁଲ୍ ପାକେଲଖୋଲ୍‌ନେ ୮ ଜନ୍ , ଆର୍ ପାକେଲ୍‌ପଡା ସର୍‌କାରୀ ହାଇସ୍କୁଲ୍ ନେ ୧୩ ଜନ୍ ଛାତ୍ରଛାତ୍ରୀ କରୋନା ସଂକ୍ରମିତ୍ ହେଇଛନ୍ । ସେ ନେଇକରି ସ୍ୱାସ୍ଥ୍ୟ ବିଭାଗ୍ ଆଡୁ ଭିଲ୍ ପଦକ୍ଷେପ୍ ନିଆଯାଇଥିବାର୍ ଜନା ପଡିଛେ । ସଂକ୍ରମିତ୍ ହେଇଥିବାର୍ ଛାତ୍ରଛାତ୍ରୀ ମାନକୁଁ ହୋମ୍ ଆଇସୋଲେସନ୍ ରେ ରଖାଯାଇଛେ ।

Leave A Reply

Your email address will not be published.