Browsing Tag

Helmet

“ହେଲମେଟ୍ ଆର୍ ମାସ୍କ ପିନ୍ଧ ବୋ… ପୁଲିସ୍ ଅଛେ…”

"ହେଲମେଟ୍ ଆର୍ ମାସ୍କ୍ ପିନ୍ଧ ବୋ... ହେ ଆଗାଡେ ପୁଲିସ୍ ଅଛେ । ନାଇଁ ପିନ୍ଧିଥିବ ବେଲେ ଫାଇନ୍ ପକାବେ । ହେନୁ ପାର୍ ହେଇକରି ଆଗକେ ପଲାଲେ ଫେର୍ ଖୁଲି ନି ଦେମା କାଏଁ । " ଇ ପ୍ରକାରର୍ କଥା ଦୁଇପଦ୍ କେତେ ଲୋକ୍ ଯେ କେତେ ଠାନେ ଶୁନିଥିବେ ଆର୍ କହୁ ଭିଲ୍ ଥିବେ ତାର୍ ହିସାବ୍ ନାଇଁନ। କଥା…