କରୋନାଥି ଗଲା ଆଉ ୧୩ଟା ଜୀବନ୍‌

ରାଏଜ୍‌ନେ କରୋନା ମରବାର୍‌ ସଂଖ୍ୟା ୧୪୫୪ ଟପ୍‌ଲା

0

କରୋନା ସଂକ୍ରମନ ରାଏଜ୍‌ନେ ଇଆଡେ କମୁଥିବାର ବେଲ୍‌କେ ମରବାର୍‌ ସଂଖ୍ୟା ବଢୁଛେ । ଗଲା ୨୪ ଘଣ୍ଟାଥି ୧୩ ଜନ କୋରୋନା ରୋଗୀର ଜୀବନ ଯାଇଛେ ଆର୍‌ ଇତାକେ ମିଶେଇକରି ରାଏଜ୍‌ନେ ମୋଟ୍‌ କେରୋନା ମର୍‌ବାର ସଂଖ୍ୟା ୧୪୫୪ ହେଇଛେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ୍‌ ଆଡୁ ସୁଚନା ମିଲିଛେ । ମରିଥିବାର୍‌ ଲୁକକଁର ଭିତରେ ସମ୍ବଲପୁର ଆର୍‌ ମୟୁରଭଞ୍ଜର ୩ଜନ୍‌ ଲେଖା ଅଛନ । ସୁନ୍ଦରଗଡ ଆର୍‌ ଖୋର୍ଦ୍ଧାନୁ ୨ଜନ୍‌ ଲେଖା ଆର୍‌ ବାଲେଶ୍ୱର୍‌, ବରଗଡ, କେନ୍ଦୁଝରନୁ ଜନେ ଲେଖାଁ ଥିବାର୍‌ ଜନା ପଡିଛେ । ରାଏଜ୍‌ନେ ଇହାଦେ ତକ୍‌ ମୋଟ୍‌ ୩ ଲାଖ୍‌ ୩ହଜାର୍‌ ୭୮୦ ଜନ କରୋନା ରୋଗୀ ଆକ୍ରାନ୍ତ ହେଇଥିବାର ବେଲେ ୨ଲାଖ୍‌ ୮୯ହଜାର୍‌ ୬୮୯ଜନ୍‌ ଠିକ୍‌ ହେଇଛନ୍‌ ।

Leave A Reply

Your email address will not be published.