ଫେର୍ ରକତ୍ ସର୍ ସର୍ ହେଲା ଶୁଲିଆ ପୀଠ୍

କରୋନା ନିୟମ୍ ଭିତ୍‌ରେ ଶେଷ୍ ହେଇଛେ ଶୁଲିଆ ଯାତ୍‌ରା

0

ବଲାଙ୍ଗିର୍ ନାଁ କରା ଶୁଲିଆ ଯାତ୍‌ରା ଫେର୍ ଥରେ ରକତ୍ ନେ ଭିଜି ଯାଇଛେ । କରୋନା କାଲ୍ ନେ ସବୁ ନିୟମ୍ ଭିତ୍‌ରେ ଶେଷ୍ ହେଇଛେ ଶୁଲିଆ ଯାତ୍‌ରା । ବଲି ପଡିଛନ୍ ପଶୁ ,ପକ୍ଷୀ । ଶୁଲିଆ ଯାତ୍‌ରା ବଡଖଲା ଆର୍ ସାନ୍‌ଖଲା ନେ ମାନସିକ୍‌ଧାରୀ ମାନେ ପଶୁ, ପକ୍ଷୀ ମାନକୁଁ ବଲି ପକେଇଛନ୍ । ପାରମ୍ପରିକ୍ ରୀତି ନୀତି ହିସାବେ ଅଧା ରାଏତ୍‌ନୁ ପୂଜା ଶେଷ୍ ହେଇଥିଲା ତାର୍ ଉତାର୍ ବଲି ଦିଆଯାଇଥିଲା । ଅଲଗା ବରଷ୍ ଲେଖେ ଇ ବରଷ୍ ଭିଲ୍ ସମାନ୍ ଜିନିଷ୍ ଦେଖ୍‌ବାର୍ ଲାଗି ମିଲିଛେ ଆଦିବାସୀ ରୀତିନୀତି ଆଗ୍‌ଆଡେ ଚୁପ୍ ରହିଛେ ପୁଲିସ୍ ପ୍ରଶାସନ୍ । ଆର୍ ଫେର୍‌ଘାଏ ରକତ୍ ଜର୍ ଜର୍ ହେଇଛେ ‌ର ବଲାଙ୍ଗିର୍ ଶୁଲିଆ ଯାତ୍‌ରା ।

Leave A Reply

Your email address will not be published.