Browsing Tag

huma temple

ଜାନୁଆରୀନୁ ସମଲେଇ ମନ୍ଦିରନେ ଲାଇଟ୍ ଆଣ୍ଡ ସୋ’

ପୁରୀ ଶ୍ରୀମନ୍ଦିର ଲେଖେଁ ବଦଲିବା ସମ୍ବଲପୁରର ମାଁ ସମଲେଇ ମନ୍ଦିର । ଇ ନେଇକରି କାମ୍ ମୁଲ ହେଇଥିବାର ବେଲକେ ଟପୋଗ୍ରାଫିକାଲ୍ ସର୍ଭେ କାମ୍ ଭିଲ୍ ଶେଷ୍ ହେଇଆସଲାନ୍ । ସର୍ଭେ କମିଟି ଆଡୁ ରିପୋର୍ଟ ଦେଲା ବାଦ୍ ବାକି କାମ୍ ଭିଲ୍ ବହୁତ୍ ଜଲଦି ମୁଲ୍ ହେବା । ସେଆଡେ ସମଲେଇ ମନ୍ଦିରନେ ଲାଇଟ୍…