ଫେସ୍‌ବୁକ୍ ନୁ ଚୋରି ହେଲା ଡାଟା

0

୫.୬୨ ଲାଖ୍ ଭାରତୀୟ କଁର୍ ଫେସ୍‌ବୁକ୍ ନୁ ଡାଟା ଚୋରୀ ଅଭିଯୋଗ୍‌ନେ ଇଂଲଣ୍ଡ୍‌ର ‘କେମ୍ବ୍ରିଜ୍ ଆନାଲିଟିକା’ ର୍ ନାଁ ଥି ‘ସେଣ୍ଟ୍ରାଲ୍ ଇନ୍‌ଭେଷ୍ଟିଗେସ୍‌ନ ବ୍ୟୁରୋ'(ସିବିଆଇ) ମାମ୍‌ଲା ରୁଜୁ କରିଛେ । ତାର୍ ସାଙ୍ଗେ ଇଂଲଣ୍ଡ୍ ର ଆର୍ ଗୁଟେ ପ୍ରତିଷ୍ଠାନ୍ ‘ଗ୍ଲୋବାଲ୍ ସାଇନ୍ସ୍ ରିସର୍ଚ’ (ଜିଏସ୍‌ଆର୍‌ଏଲ୍‌) ନାଁ ନେ ବି ସିବିଆଇ ମାମ୍‌ଲା ରୁଜୁ କରିଛେ । କେନ୍ଦ୍ର ବୈଦ୍ୟୁତିକ ମନ୍ତ୍ରୀ ରବିଶଙ୍କର୍ ପ୍ରସାଦ ସଂସଦ୍ କେ ଫେସବୁକ୍ ଡାଟା ଚୋରି ମାମ୍‌ଲା ର ସିବିଆଇ ଜାଂଚ କରବାର୍ ଲାଗି ସୂଚନା ଦେଇଥିଲେ । ଅଭିଯୋଗ୍ ଉତାରୁ ‘କେମ୍ବ୍ରିଜ୍ ଆନାଲିଟିକା’ ଆର୍ ‘ଗ୍ଲୋବାଲ୍ ସାଇନ୍ସ୍ ରିସର୍ଚ’ (ଜିଏସ୍‌ଆର୍‌ଏଲ୍‌)ର ନାଁ ଥି ଛାନ୍ ବିନ୍ ଆରମ୍ଭ କରିଛେ ସିବିଆଇ ।

Leave A Reply

Your email address will not be published.