Browsing Tag

jira nadi

ହଜିଯିବାକେ ବସଲାନ୍ ଜୀରା ନଦୀ

ବରଗଡ଼ର ଜୀବନ୍ ରେଖା ଜୀରା ନଏଦ ହଜବାରନେ ଲାଗଲାନ । ଜୀରା ନଦୀ ବରଗଡ଼କେ ଗୁଟେ ପରିଚୟ ଭିଲ୍ ଦେଇଛେ କହେଲେ କିଛି ଭୁଲ୍ ନାଇଁ ହୁଏ । ବରଗଡ଼ ନାଁକରା ଧନୁଯାତରାନେ ଜୀରା ନଦୀ ବନସି ଯମୁନା ନଦୀ । ଧନୁଯାତ୍ରା ସମିଆଁନେ ଜୀର ନଦୀନେ କୃଷ୍ଣକଁର ଲୀଲାଖେଲା ଦେଖାଯାଉଥିବାର ଲେକେ ବାକି ସମିଆଁନେ ନଦୀର…