ବଦ୍‌ଲିଯିବା କୋଣାର୍କର୍ ରୂପ୍‌ରେଖ୍

0

ରାଜ୍ୟ ସରକାର୍ ପୁରୀ କେ ଗୁଟେ ବିଶ୍ୱ ଐତିହ ସହର୍ ବନାବାର୍ ଲାଗି ତାର୍ ବିକାଶ୍ କାମ୍ ର ଯୋଜ୍‌ନା ଆରମ୍ଭ କରିଛନ୍ । ପୁରୀ ର କୋଣାର୍କ କେ ଆନ୍ତର୍ଜାତୀୟ୍ ରୂପ୍‌ରେଖ୍ ଦେବାର୍ ଲାଗି ରାଜ୍ୟ ସରକାରକଁର୍ ଆଡୁ ନିଲିଆ ନକ୍ସା ବନା ଯାଇଛେ । ୧୯୮୪ ମସିହା ନେ ୟୁନେସ୍କୋ ଆଡୁ କୋଣାର୍କ କେ ବିଶ୍ୱ ଐତିହ ର୍ ମାନ୍ୟତା ଦିଆଯାଇଥିଲା । କୋଣାର୍କ କେ ଆହୁରି ସୁନ୍ଦର୍ କର୍‌ବାର୍ ଲାଗି ରାଜ୍ୟ ସର୍‌କାର୍ କଁର୍ ୫-ଟି କାର୍ଯ୍ୟକ୍ରମ୍ ର୍ ଅଧୀନ୍ ନେ ଇ ପ୍ରକଲ୍ପର୍ କାମ୍ ମୂଲ୍ କରାଯିବା ବଲିକରି ସୂଚନା ଦିଆଯାଇଛେ ।

ଇ କାମ୍ ଥି କୋଣାର୍କର୍ ଏଣ୍ଟ୍ରି ପ୍ଲାଜା ତିଆରି କରାଯିବା ଯେନଥି ଗାଡି ମଟର୍ ପାର୍କିଂ କର୍‌ବାର୍ ଲାଗି ମଲ୍ଟି ମଡେଲ୍ ହବ୍ କରାଯିବା ତାର୍ ସାଙ୍ଗେ କୋଣାର୍କ ମୁକ୍ତାକାଶ୍ ରଙ୍ଗମଂଚ ର୍ ପୁନଃବିନ୍ୟାସ୍ କରାଯିବା । ଲୋକ୍‌ମାନକଁର୍ ଲାଗି ଅଲ୍‌ଗା ରାସ୍ତା ତିଆରି କରାଯିବା ଆର୍ ଭିନ୍ ଭିନ୍ କାମ୍ ସବୁ କରାଯିବା ବଲିକରି କୁହାଯାଇଛେ । କୋଣାର୍କ ର ନୂଆ ରୂପ୍ କୋଣାର୍କର୍ ସୁରକ୍ଷା ଆର୍ ପର୍ଯ୍ୟଟକ୍ ମାନକଁର୍ ଅନୁଭୁତି ଆର୍ ସେନର୍ ଲୋକମାନକଁର୍ ଆର୍ଥିକ୍ ଉନ୍ନତି ଆର୍ ପୁରୀ ଜିଲ୍ଲାର୍ ଅର୍ଥନୀତିର୍ ବିକାଶ୍ କର୍‌ବାର୍ ସେନର୍ ଉଦ୍ଦେଶ୍ୟ ଆଏ ବଲିକରି କୁହାଯାଇଛେ । ଇ କାର୍ଯ୍ୟକ୍ରମ୍ କେ ମୁଖ୍ୟମନ୍ତ୍ରୀକଁର୍ ୫ଟି ସଚିବ୍ ଭି.କେ ପାଣ୍ଡେୟାନ୍ ସଂଚାଳନ୍ କରିଥିଲେ ।

Leave A Reply

Your email address will not be published.