୧୯ ବର୍ଷୀୟା ଇଗା ସ୍ୱିଏତକ ରଚଲେ ଇତିହାସ୍‌

୮୧ ବଛର ଉତାରୁ ଫ୍ରେଞ୍ଚ ଓପନ୍‌ନେ ପୋଲାଣ୍ଡ

0

ପୋଲାଣ୍ଡ ମହିଲା ଖେଳାଳି ରଚଲେ ଇତିହାସ । ୮୧ ବଛର ବାଦ୍ ପହେଲା ଥର ଲାଗି ଫ୍ରେଂଚ ଓପନ୍ ଫାଇନାଲଥି ସାମିଲ ହେଇପାରିଛନ୍ । ୧୯ ବର୍ଷୀୟ ଇଗା ସ୍ୱିଏତକ ଗୁରୁବାର ଦିନ ଏକକ ସେମିଫାଇନାଲନେ ଆର୍ଜେଂଟିନା କ୍ୱାଲିଫାୟର ନାଦିଆ ପୋଡୋରୋସ୍କାଙ୍କୁ ହରେଇ କରି ଫାଇନାଲଥି ପୁହିଞ୍ଚିପାରିଛନ୍ । ୬-୨, ୬-୧ ରେ ନାଦିଆଙ୍କୁ ହରେଇଛନ୍ ଇଗା ।

ଫାଇନାଲ ମ୍ୟାଚନେ ଇଗା ଆଉ ଆମେରିକାନ୍ ଖେଳାଳି ସୋଫିଆ କେନିନ୍‌ଙ୍କର ଭିତରେ ଟକ୍କର ଦେଖବାକେ ମିଲବା । କେନନ୍ ଅଷ୍ଟ୍ରେଲିଆନ୍ ଓପନ୍ ବିଜେତା ହେଇଥିବାର ବେଲେ ୬-୪, ୭-୫ ସେଟନେ ଚେକ୍ ଗଣରାଜ୍ୟର ପେଟ୍ରା କ୍ୱିତୋଭାଙ୍କୁ ହରେଇକିନା ଫାଇନାଲନେ ଢୁକିଛନ୍ । ତେଭେ ଇଗା ସ୍ୱିଏତକ ପୋଲାଣ୍ଡର ପହେଲା ମହିଲା ଖେଲାଲି ଭାବେ କେନସି ବଡ ପ୍ରତିଯୋଗିତାନେ ସାମିଲ ହେବାର ସୌଭାଗ୍ୟ ନେଇପାରିଛନ୍ ।

Leave A Reply

Your email address will not be published.