ଭୟଙ୍କର ହିସାବେ କରୋନା ପ୍ରଭାବିତ୍ ପଶ୍ଚିମ ଓଡ଼ିଶା

0

କରୋନାର ୨ ନମ୍ବର ଲହରନେ ପଶ୍ଚିମ ଓଡ଼ିଶାର ସବୁଠାନୁ ବେଶୀ ପ୍ରଭାବିତ୍ ହେଇଛେ । ଭୟଙ୍କର ହିସାବେ କରୋନା ଲାଗି ପ୍ରଭାବିତ୍ ହେଇଥିବାର୍ ପଡୋଶୀ ଛତିଶଗଡ ରାଜ୍ୟ ସୀମାକେ ଲାଗି ରହିଥିବାର୍ ଓଡ଼ିଶାର ୧୦ ଜିଲ୍ଲାନେ ଫିଦିନ୍ ବଢୁଛେ ପଜିଟିଭକଁର୍ ସଂଖ୍ୟା । ଶୁକ୍ରବାର ରାଜ୍ୟନେ ୩୦୦୦ ପାର କରିଛେ କରୋନା ପଜିଟିଭକଁର ସଂଖ୍ୟା ।

ଛତିଶଗଡ ସୀମାକେ ଲାଗିଥିବାର୍ ନୂଆପଡା ଜିଲ୍ଲାକେ ଗୁଟେ କିସମେ ବନେ ବିପଦ ଥିବାର୍ ବେଲକେ ଇନେ ସବୁ ନିୟମ୍‌କେ କଡା କଡି କରିଛେ ଜିଲ୍ଲା ପ୍ରଶାସନ୍ । କରୋନା ପଜିଟିଭ୍ କେସ ବଢୁଥିବାର୍‌କେ ନେଇ ଖରିଆର ଏନଏସି ଅଞ୍ଚଲନେ ଆଏବାର୍ କାଲକେର ସକାଲର ୬ ବଜେନୁ ୨୨ ତାରିଖ୍ ସକାଲର ୬ ବଜେ ତକ୍ ପୁରା ବନ୍ଦ୍ ରହେବା । ସବୁ ଦୁକାନ୍ ବଜାର, ହୋଟେଲ, ରେଷ୍ଟୁରାଣ୍ଟ, ବେଙ୍କ , ଶିକ୍ଷାନୁଷ୍ଠାନ ସବୁ ବନ୍ଦ୍ ରହେବା । ଯେନଟା ଜରୁରୀ ମେଡିକାଲ ଷ୍ଟୋର, ଏଲପିିଜି ଗ୍ୟାସ, ପେଟ୍ରୋଲ ପମ୍ପ, କି ଅଲଗୁ ଯେନଟା ଜରୁରୀ ସେସବୁ ଖାଲି ଖୁଲା ରହେବା । ହେନ୍ତା ଗାଡି ମଟର ବି ଜରୁରୀ ସେବାକେ ଛାଡିଦେଲେ ସବୁ ବନ୍ଦ୍ ରହେବା । ଡେଲି ମାର୍କେଟ ବନ୍ଦ୍ ରହେବା । ବିହାଘର କି ଅଲଗା କେନସି ସାମାଜିକ୍ କାମ୍ ଏସଆରସିକଁର୍ ଗାଇଡ ଲାଇନ୍ ହିସାବେ ହିଁ ହେବା । ସେଆଡେ ଖରିଆର ରୋଡନେ ଯେ ଆଏଜ୍ ସକାଲୁ ୬ ବଜେନୁ ଆଏବାର୍ ୨୧ ତାରିଖ୍ ତକ୍ ସକାଲର ୬ ବଜେ ତକ୍ ସବୁ ବନ୍ଦ୍ ରହେବା ।


ସେଆଡେ ଇହାଦେ ହଟସ୍ପଟ୍ ପାଲଟିଥିବାର୍ ସୁନ୍ଦରଗଡ ଜିଲ୍ଲାନୁ ଆଜି ବି ୫୨୩ ଝନ୍ ବାହାରିଛନ୍ କରୋନା ପଜିଟିଭ୍ । ସେନ୍ତା ବଲାଙ୍ଗିର ୧୩୩, ବରଗଡନୁ ୧୩୨, କଳାହାଣ୍ଡିନୁ ୫୫, ନୂଆପଡାନୁ ୧୪୦ ଝନ୍ , ଝାରସୁଗୁଡାନୁ ୮୯ କରୋନା ପଜିଟିଭ୍ ବାହାରିଥିବାର୍ ବେଲକେ ସମ୍ବଲପୁରନୁ ବାହାରିଛନ୍ ୧୫୩ ଝନ୍ କରୋନା ପଜିଟିଭ୍ । ହେନ୍ତା ସୋନପୁରନୁ ୪୨, ବୌଦ୍ଧନୁ ୯, ଆର୍ ଦେବଗଡନୁ ୧୯ ଝନ୍ ପଜିଟିଭ୍ ବାହାରିଛନ୍ । ସାରା ରାଏଜେ ୩୧୦୮ ପଜିଟିଭ୍ ବାହାରିଥିବାର୍ ବେଲକେ ସେ ଭିତରୁ ଖାଲି ୧୦ ଟା ଜିଲ୍ଲାନୁ ହିଁ ଖାଲି ୧୨୯୫ପଜିଟିଭ୍ ବାହାରିଛନ୍ । ସେଆଡେ ଆଏବାର୍ କାଲକେ ଠାନୁ ସବୁ ଜାଗାନେ ନିୟମ୍ ମାନେ ଆର୍ କଡାକଡି ହେବାରକେ ଯାଉଛେ ।

Leave A Reply

Your email address will not be published.