କମେଡି କୁଇନ୍‌ ଭାରତିକୁଁ ଏନସିବିର୍‌ ଜେରା

ଘରୁ ମିଲଲା ଗଞ୍ଜେଇ

0

ସୁଶାନ୍ତ ସିଂ ରାଜପୁତକଁର୍‌ ମରବାର୍‌ ଉତାରୁ ବହୁତ୍‌ଟେ ବଲିଉଡ ସୁପରଷ୍ଟାର୍‌କଁର୍‌ ଡ୍ରଗ୍ସ୍‌ ଲିଂକ୍‌ ର କଥା ସାମନା୍‌ କେ ଆସିଥିଲା । ଆର୍‌ ସେମାନ୍‌କୁ ଇ ନେଇକରି ଏନସିବି୍‌ ପଚରାଉଚରା କରିଥିଲା । ଦୀପିକା ପାଦୁକନ୍‌ ,ଶ୍ରଦ୍ଧା କପୁର୍‌ ,ସାରା ଅଲ୍ଲୀ , ରକୁଲ୍‌ ପ୍ରିତ୍‌ ଲେଖେ ବଡ ବଡ ସେଲିବ୍ରେଟି ମାନକୁଁ ଭିଲ୍‌ ଏନସିବି ଜେରା କରିଥିଲା । ଆର୍‌ ସେଭିତରେ ବାଦ୍‌ ନାଇପଡି କମେଡି କୁଇନ୍‌ ଭାରତୀ ସିଂ । ଭାରତୀ ସିଂ ଆର୍‌ ତାକଁର୍‌ ସ୍ୱାମୀ ହର୍ଷ ଲିମ୍ବାଚିୟାକଁର୍‌ ଘରେ ଏନସିବି ଚଢଉ କରିଥିବାର୍‌ ବେଲେ ତାକଁର ଘରୁ ଗଞ୍ଜେଇ ଜବତ୍‌ ହେଇଛେ । ଭାରତୀ ଆର୍‌ ତାକଁର ସ୍ୱାମୀକୁଁ ଏନସିବି ଜେରା କରିଛେ । ଆର୍‌ ବଲିଉଡର୍‌ କେତେଟା ନାଁକରା ନିର୍ଦ୍ଧେଶକ୍‌ ଆର୍‌ ପ୍ରଯୋଜକ୍‌ ମାନକୁଁ ଭିଲ୍‌ ଆଗକେ ଏନ୍‌ସିବି ପଚରାଉଚରା କରବାର୍‌ ଟା ଶୁନ୍‌ବାର୍‌କେ ମିଲୁଛେ ।

Leave A Reply

Your email address will not be published.