ହଜିଯିବାକେ ବସଲାନ୍ ଜୀରା ନଦୀ

ବରଗଡ଼ ଧନୁଯାତ୍ରାର ଯମୁନା ନଦୀ ଆଡେ ପ୍ରଶାସନର ନିଘା ନାଇଁ, ଦିନ୍ ଦାହାଡେ ହେଉଛେ ବାଲି ଚୁରାଚାଲାଣ

0

ବରଗଡ଼ର ଜୀବନ୍ ରେଖା ଜୀରା ନଏଦ ହଜବାରନେ ଲାଗଲାନ । ଜୀରା ନଦୀ ବରଗଡ଼କେ ଗୁଟେ ପରିଚୟ ଭିଲ୍ ଦେଇଛେ କହେଲେ କିଛି ଭୁଲ୍ ନାଇଁ ହୁଏ । ବରଗଡ଼ ନାଁକରା ଧନୁଯାତରାନେ ଜୀରା ନଦୀ ବନସି ଯମୁନା ନଦୀ । ଧନୁଯାତ୍ରା ସମିଆଁନେ ଜୀର ନଦୀନେ କୃଷ୍ଣକଁର ଲୀଲାଖେଲା ଦେଖାଯାଉଥିବାର ଲେକେ ବାକି ସମିଆଁନେ ନଦୀର କଥା ଯେନ୍ତା ପଚରାବାର ଲାଗି କେହି ନାଇଁନ ।

ଧୀରେ ଧୀରେ ଇଟା ଲୁପ୍ତ ହେବାରକେ ବସଲାନ୍ । ପାଏନ୍‌ର ଧାର କମି କମି ଯାଉଥିବାର ବେଲକେ ଇତାର ଦେଖରେଖ୍ ଲାଗି କେହି ନାଇଁନ । ସେଆଡେ ବାଲି ମାଫିଆକଁର ନଜର ଜୀର ନଦୀ ଉପରେ ପଡିଛେ । ଯେନଟା ଇହାଦେ ଇତାର ଜୀବନ୍ ପ୍ରତି ବିପଦ୍ ହେଇଛେ । ଫି ଦିନ୍ ନଦୀନୁ ଟ୍ରକ୍ ବାଟେ ଟ୍ରିପ୍ ଟ୍ରିପ୍ ବାଲି ଚୁରା ଚାଲାଣ କରାଯାଉଛେ । ଆରୁ ଇ ସବୁ ପ୍ରତି ପ୍ରଶଶସନର ନିଘା ନାଇଁନ । ନିଦେ ଶୁଇଥିବାର ପ୍ରଶାସନର ନାକ ତଲେ ବେଆଇନ୍ ଭାବେ ଚୁରା ଚାଲାନ୍ କରାଯାଉଥିଲେ ଭିଲ୍ ପଦକ୍ଷେପ୍ ଶୂନ୍ । ଗଣମାଧ୍ୟମନେ ଖବର ଆଏଲା ବାଦ୍ ପୌର ପ୍ରଶାସନ୍ ଯାହା ଟିକେ ଚେତିଥିଲା ଇହାଦେ ଖାଲି ଜରିମାନା ଆଦାୟ କରିକିନା ଚୁପ୍‌ପଡି ବସିଯାଇଛେ । ସେଆଡେ କିନ୍ତୁ ରୟାଲଟି ବାବଦକେ କୋଟି କୋଟି ଟଙ୍କା ଲୁଟ୍ କରାଯାଉଛେ ।

ଆମର ମହାନ୍ ସଂସ୍କୃତି ପରମ୍ପରାକେ ବରଷ୍ ବରଷ୍ ଧରି କରି ସାଇତି ରଖିଥିବାର ଜୀରା ନଦୀକେ ବଂଚାବାର କଥା କେହି ଚିନ୍ତା ନାଇଁ କରବାର । ଉଲଟିଆ ଇତାକେ ଆହୁରି ମାରିଦିଆଯିବାର ଲାଗି ଚେଷ୍ଟା କରାଯାଉଛେ । ଇ ସବୁ ଦେଖିକରି ଜାନିକରି ଭିଲ୍ ପ୍ରଶାସନ୍ ସ୍ଥାଣୁ ପାଲଟିଛେ, ଯେନଟାକି ଦୁଃଖର କଥା ଆଏ । ବାଲି ଚାଲାଣ ସାଙ୍ଗେ ନଦୀନ ପ୍ଲଟିଂ କରାଯାଇକରି ଜମି ବିକ୍ରି କରବାର ଲାଗି ଭିଲ୍ ଚେଷ୍ଟା ଚାଲୁଥିବାର ଦେଖବାକେ ମିଲିଛେ । ଇତାର ପୁନଃଉଦ୍ଧାର ଲାଗି ଇହାଦେନୁ ନାଇଁ ଲାଗଲେ ଇଟା ଆଏବାର ଦିନେ ସତେ ହଜିଯିବା ।

ଏନ୍ତା ଯଦି ବାଲି ଆରୁ ମାଟି ମାଫିଆ ଇଠନୁ ଚୁରା କାରବାର ଚଲେଇଥବେ ଆରୁ ଇ ଦିଗନେ କେନସି ପଦକ୍ଷେପ୍ ନାଇଁନିଆଯାଉଛେ ତ ଆଏବାର କିଛି ବରଷ୍‌ଥି ମାନଚିତ୍ରନୁ ପୂରା ଭାବେ ହଜିଯିବା ଜୀରା ନଦୀ । ବରଗଡ଼ ଧନୁ ଯାତ୍ରାନେ ଯମୁନା ନଦୀ ବନୁଥିବାର ଇ ପୂଣ୍ୟ ନଦୀ ଦିନେ ସବୁ ଦିନର ଲାଗି ଭୂଗର୍ଭନେ ଲୀନ୍ ହେଇଯିବାର ଡର ରହିଛେ । ଜଲଦି ଇ ଦିଗନେ ପ୍ରଶାସନ୍ ଗୁରୁତ୍ୱ ଦେଇକରି ଇତାର ପୁନଃଉଦ୍ଧାର କାମ୍ କରବାର ଲାଗି ଇଠାନର ଲୋକ୍ ଦାବି କରିଛନ୍ ।

Leave A Reply

Your email address will not be published.