Browsing Tag

mao camp

ଏସପିକୁଁ ମାଓବାଦୀକଁର ଧମକ୍‌

କଳାହାଣ୍ଡି ଏସପିକୁଁ ଜୀବନ୍‌ନୁ ମାରିଦେବାର ଧମକି ଦେଲେ ମାଓବାଦୀ । ଜିଲ୍ଲାର ଏମ.ରାମପୁର ଥାନା ମୋହନଗିରି ପଂଚାୟତ ମାଣିକେରା ଗାଁନେ ଇ ନେଇକରି ଗୁଟେ ମାଓ ପୋଷ୍ଟର ଜବତ୍ ହେଇଛେ । ଗଲା କିଛି ମାସ ଧରିକରି କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର ଜିଲ୍ଲାର କିଛି ଇଲାକାନେ ମାଓବାଦୀକଁର…

ପୁଲିସ-ନକ୍ସଲ ମୁହାଁମୁହିଁ 

ଆନ୍ଧ୍ର-ଓଡ଼ିଶା ସୀମାନେ ପୁଲିସ-ନକ୍ସଲ ଗୁଳି ବିନିମୟ । ମାଲକାନଗିରି ସ୍ୱାଭିମାନ ଅଂଚଳନେ ଜୁମଡାଙ୍ଗନେ ନକ୍ସଲଙ୍କର ଗତିବିଧି ଉପରେ ଝନାପଡଲା ବାଦ୍ ପୁଲିସ ଆର ଯବାନ ଚଢାଉ କରିଥିଲେ । ଦୁହି ପୁଲିସ ଆର ଯବାନଙ୍କର ଆଡୁ ଗଲାକାଲି ରାତି ସର୍ଚ ଅପରେସନ୍ କରାଯାଇଥିଲା । ସେଆଡେ ନକ୍ସଲମାନେ ଜାନଲା…