ଜିପ୍‌ ଧକ୍କାନେ ୮ବଛରର ଛୁଆର ଗଲା ଜୀବନ୍‌

ଭରନା ଦାବିନେ ରାସ୍ତାନେ ଘେରଉ କଲେ ମୃତକକଁର କୁଟୁମ୍‌ ଆରୁ ପାଶର ଲୁକେ

0

ସମ୍ବଲପୁର ସହରନେ ୮ ବଛରର ଗୁଟେ ଛୁଆ ଦୁର୍ଘଟଣାନେ ମରିଯାଇଥିବାର ବେଲକେ ଆଶର ପାଶର ଜାଗାନେ ଝମେଲିଆ ସ୍ଥିତି ବନିଛେ । ସମ୍ବଲପୁର ଲକ୍ଷ୍ମୀ ଟକିଜ୍‌ ଛକ୍‌ ପାଶେ ଦୁର୍ଘଟଣା ଘଟିଥିବାର ବେଲକେ ଇଥରେ ସାହିଲ କୁମାର ନାଁର ଗୁଟେ ୮ ବଛର ନାବାଲକର ଜୀବନ୍‌ ଯାଇଛେ । ସେ ନିଜର କକାକଁର ସାଙ୍ଗେ ଠିଆ ହେଇଥିବାର ବେଲକେ ଗୁଟେ ଜିପ୍‌ ଆସିକରି ଧକ୍କା ଦେଇଥିଲା ସାହିଲକୁଁ । ଦୁର୍ଘଟଣାନେ ଛୁଆର ଜୀବନ୍‌ ଯାଇଥିବାର ବେଲକେ ମୃତକଁର କୁଟୁମ୍‌ ଲୋକ୍‌ ଆରୁ ପାଶର ଲୁକେ ଭରନା ମାଗିକରି ଘେରଉ କରିଥିଲେ । ଘଟନା ଜାଗାନେ ଝମେଲିଆ ସ୍ଥିତି ବନିକରି ରହିଥିବାର ବେଲକେ ଲୁକକଁର ଭିତରେ କେତନି ଅସନ୍ତୋଷ ଦେଖବାକେ ମିଲିଛେ । ସେଆଡେ ଦୁର୍ଘଟଣା କରିଥିବାର ଗାଡି ଅଇଁଠାପାଲିର ସୁଶାନ୍ତ ଆଚାର୍ଯ୍ୟକଁର ବଲିକରି ଜନାପଡିଛେ ।

Leave A Reply

Your email address will not be published.