ପୁଲିସ-ନକ୍ସଲ ମୁହାଁମୁହିଁ 

ଆନ୍ଧ୍ର-ଓଡ଼ିଶା ସୀମାନେ ପୁଲିସ-ନକ୍ସଲ ଗୁଳି ବିନିମୟ

0

ଆନ୍ଧ୍ର-ଓଡ଼ିଶା ସୀମାନେ ପୁଲିସ-ନକ୍ସଲ ଗୁଳି ବିନିମୟ । ମାଲକାନଗିରି ସ୍ୱାଭିମାନ ଅଂଚଳନେ ଜୁମଡାଙ୍ଗନେ ନକ୍ସଲଙ୍କର ଗତିବିଧି ଉପରେ ଝନାପଡଲା ବାଦ୍ ପୁଲିସ ଆର ଯବାନ ଚଢାଉ କରିଥିଲେ । ଦୁହି ପୁଲିସ ଆର ଯବାନଙ୍କର ଆଡୁ ଗଲାକାଲି ରାତି ସର୍ଚ ଅପରେସନ୍ କରାଯାଇଥିଲା । ସେଆଡେ ନକ୍ସଲମାନେ ଜାନଲା ବାଦ୍ ଲ୍ୟାଣ୍ଡମାଇନ୍ ବିଛେଇକରି ବିସ୍ଫୋରଣ କରିଥିଲେ । ଇତାର ପାଲଟା ଜବାବ ଦେବାକେ ଯାଇକରି ପୁଲିସ ଆଡୁ ଗୁଳି ଚଲାଯାଇଥିଲା । ଘଟଣାନେ କେହି ମୃତାହତ ନାଇଁ ହେଇଥିବାର ସୂଚନା ରହିଛେ । ଇହାଦେ ଭିଲ ଇଠାନେ ସର୍ଚ୍ଚ ଅପରେସନ୍ ଜାରି ରହିଥିବାର ବେଲେ ପୁଲିସ ପ୍ରଶାସନ ଆଡୁ କେନସି ସୂଚନା ନାଇଁ ଦିଆଯାଇ ।

Leave A Reply

Your email address will not be published.