Browsing Tag

mission shakti odisha

ଲକ୍‌ଡାଉନ୍‌ନେ ୧୦ କ୍ୱିଣ୍ଟାଲ ମାଛ ବିକଲେ ଏସଏଚଜି ଗୃପ୍‌

ରାଜ୍ୟ ସରକାର ମହିଲା ସଶକ୍ତିକରଣ ଦିଗନେ କରିଛନ୍ କେତନିଟେ ଯୋଜନା । ଆର୍ ଦେଖବାର୍ କେ ମିଲୁଛେ ଯେ ସରକାରକଁର୍ ମିଶନ୍ ଶକ୍ତି କାର୍ଯ୍ୟକ୍ରମ୍ ଚାଲ୍‌ଲା ଦିନୁ ବହୁତ୍ ଟେ ସ୍ୱୟଂ ସହାୟକ ଗୋଷ୍ଠୀ ନିଜର୍ ଗୁଡେ ନିଜେ ଠିଆ ହେଇକରି କେତେ କେତେ ସଫଲ୍ କଥାର୍ ନାୟିକା ହେଇପାରିଛନ୍ ଆର୍…