ମେ ୩ନୁ ହେବା ମେଟ୍ରିକ୍ ପରୀକ୍ଷା

0

ମାଧ୍ୟମିକ ଶିକ୍ଷା ପରିସଦ୍ (ବୋର୍ଡ) ଆଡୁ କରାଯାଉଥିବା ମେଟ୍ରିକ୍ ପରୀକ୍ଷା ଇ ବରଷ୍ ମେ ୩ ତାରିଖ୍ ନୁ ମୂଲ୍ ହେଇକରି ମେ ୧୫ ତାରିଖ୍ ଶେଷ୍ ହେବା । ରାଏଜର୍ ମୁକ୍ତ ବିଦ୍ୟଲୟର୍ ସାର୍ଟିଫିକେଟ୍ ପରୀକ୍ଷା (ମେଟ୍ରିକ୍ ) ବି ମେ ୩ ନୁ ଆରମ୍ଭ ହେଇକରି ମେ ୧୨ ନେ ଶେଷ୍ ହେବା । କରୋନା ଲାଗି ଇ ବରଷ୍‌୍ ପରୀକ୍ଷା ମାନକୁଁ ବହୁତ୍‌ଟେ ପରିବର୍ତ୍ତନ୍ ଆସିଛେ । ସବୁ ବିଷୟ୍ ର ମୋଟ୍ ୮୦ ମାର୍କ ର ପରୀକ୍ଷା ହେଉଥିବାର୍ ବେଲ୍‌କେ ସେଥିରେ ୫୦ ମାର୍କ ସବଜେକ୍ଟିଭ୍ ଆର୍ ୩୦ ମାର୍କ ର୍ ଅବଜେକ୍ଟିଭ୍ ପ୍ରଶ୍ମୋତ୍ତର୍ ଦେବେ ପରୀକ୍ଷାର୍ଥୀ ମାନେ । ପରୀକ୍ଷା ସମିଆ ୨ ଘଣ୍ଟା ରଖାଯାଇଛେ । ପରୀକ୍ଷା ର ସମିୟା ସକାଲ୍‌ର ୭ ନୁ ବଜେନୁ ରଖାଯାଇଛେ । ମେଟ୍ରିକ୍ ପରୀକ୍ଷା ଲାଗି ଫର୍ମ ଫିଲଫ୍ ଜାନୁଆରୀ ୧୦ ନୁ ଆରମ୍ଭ ହେଇଥିବାର୍ ବେଲ୍‌କେ ଫେବୃଆରୀ ୧୦ ତାରିଖ୍ ତାକେ ବଢା ଯାଇଛେ । କରୋନା ଗାଇଡଲାଇନ୍ କେ ମାନିକରି ସବୁ ପରିକ୍ଷା କେନ୍ଦ୍ର ମାନକୁଁ ପରୀକ୍ଷା କରାଯିବା ।

Leave A Reply

Your email address will not be published.