ଠିକ୍ ନାଇଁ ଲାଗଲେ ହ୍ୱାଟସ୍‌ଆପ୍ ଡିଲିଟ୍ କରିଦେଉନ୍‌: ଦିଲ୍ଲୀ ହାଇକୋର୍ଟ

ହ୍ୱାଟସ୍‌ଆପ୍ ପ୍ରାଇଭେଟ୍ ପଲିସିକେ ନେଇକରି ରାୟ ଶୁଣାଲେ ଦିଲ୍ଲୀ ହାଇକୋର୍ଟ

0

ହ୍ୱାଟସପ୍‌ର ନୂଆଁ ପ୍ରାଇଭେସି ପଲିସିକେ ନେଇକରି ଦାୟର ହେଇଥିବାର ଜନସ୍ୱାର୍ଥ ମାମଲାର ଗୁଟେ ଶୁଣାଣି କରିଛନ୍ ଦିଲ୍ଲୀ ହାଇକୋର୍ଟ । ହ୍ୱାଟସପ୍‌ର ନୂଆଁ ପ୍ରାଇଭେସି ପଲିସି ଆଏଲା ଉତାରୁ ବେଭହାରକାରୀକଁର ବ୍ୟକ୍ତିଗତ ପ୍ରାଇଭେସି ରହେବା କି ନାଇଁ ତାହାକେ ନେଇକରି ବହୁତ୍ ବାଦ୍ ବିବାଦ ଦେଖାଦେଇଛେ । ସେଆଡେ ବିବାଦ ଦେଖାଦେଲା ଉତାରୁ ଆଇନଜୀବୀ ଚୈତନ୍ୟ ରୋହିଲା ଦିଲ୍ଲୀ ହାଇକୋର୍ଟନେ ପିଆଇଏଲ ଦାୟର କରିଥିବାର ବେଲକେ ଇତାର ଶୁଣାଣି ହେଇଛେ । ଇଟା ଗୁଟେ ବ୍ୟକ୍ତିଗତ ଆପ୍‌, ଯଦି ଆପଣକୁଁ ଇତାର ପଲିସି ଠିକ୍ ନାଇଁ ଲାଗବାର ତ ଆପଣ ଇତାକେ ଡିଲିଟ୍ କରିଦେଉନ୍ । ନିଜର ଇଚ୍ଛାନେ ହିସାବେ ଇତାକେ ଗ୍ରହଣ କରିପାରିବେ ।

ହ୍ୱାଟସ ଆପ୍ ବାହାରେ ବି ଏନ୍ତା କିଛି ଆପ୍ ରହିଛେ ଯେନଟାକି ସାଧାରଣନେ ଲୋକ୍ ବେଭହାର କରୁଛନ୍ ହେଲେ ଇତାର ସର୍ତ୍ତ ନାଇଁ ଜାନିପାରବାର । ଆରୁ ଇ ସବୁ ଆପ୍‌ନେ ଭିଲ୍ ଆପଣକଁର ସବୁ ଗୋପନୀୟତା ଷ୍ଟୋର୍ ହେଇକରି ରହୁଛେ । ତ ଆପଣ ଇ ଆପ୍ ବେଭହାର କରବେ କି ନାଇଁ ଇଟା ଆପଣକଁର ଉପରେ ନିର୍ଭର କରୁଛେ ବଲି କୋର୍ଟ କହିଛନ୍ । ସେଆଡେ ଆବେଦନକାରୀ ପଚାରିଥିବାର କେନ ସବୁ ତଥ୍ୟ ଲିକ୍ ହେବା ଆଉ କେନଟା ନାଇଁ ହୁଏ, ସେକଥା ବୁଝାନାଇଁପଡବାର । ଆର ଇତାର ଉପରେ ଆହୁରି ଆଲୋଚନା କରାଯାଇକରି ଆଏବାର ୨୫ ତାରିଖନେ ଶୁଣାଣି କରାଯିବା ।

Leave A Reply

Your email address will not be published.