ମୁମ୍ବାଇକେ ହରେଇକରି ପ୍ଲେ ଅଫକେ ଗଲା ହାଇଦ୍ରାବାଦ୍‌

ପ୍ଲେ ଅଫ୍‌କେ ଯିବାର ସପନ ଭାଙ୍ଗିଗଲା କେକେଆର ଲାଗି

0

ପ୍ଲେ ଅଫ୍‌କେ ଗଲା ସନ୍‌ରାଇଜର୍ସ ହାଇଦ୍ରାବାଦ୍ । ମଙ୍ଗଲବାର ଖେଲାଯାଇଥିବାର ମେଚ୍‌ନେ ମୁମ୍ବାଇ ଇଣ୍ଡିଆନ୍ସକେ ହରେଇକରି ଚାର ନମ୍ବର ଦଲ ଭାବେ ହାଇଦ୍ରାବାଦ୍ ଟିମ୍ ପ୍ଲେ ଅଫ୍‌କେ ଯାଇଛେ । ଆଘୋନୁ ମୁମ୍ବାଇ, ଦିଲ୍ଲୀ, ଆରୁ ବାଙ୍ଗଲୋର ପ୍ଲେ ଅଫ୍‌କେ ଯାଇସାରିଛନ୍ । ଇତାର ସାଙ୍ଗେ ପ୍ଲେ-ଅଫ୍‌ର ଲିଷ୍ଟ୍ ଭିଲ ବାହାର କରାଯାଇଛେ । ମୁମ୍ବାଇ ଆରୁ ଦିଲ୍ଲୀ ପହେଲା ଦୁଇଟା ଜାଗାନେ ରହିଛନ୍ ।

ଦୁହି ଦଲ୍ ଗୁରୁବାର ପ୍ଲେ ଅଫ୍‌ନେ ପହେଲା କ୍ୱାଲିଫାୟର ଖେଲବେ । ସେନ୍ତା ଶୁକ୍ରୁବାର ବାଙ୍ଗାଲୋର ଆରୁ ହାଇଦ୍ରାବାଦ ଭିତରେ ଏଲିମିନେଟ୍‌ର ଖେଲାଯିବା । ଗଲାକାଲି ମେଚ୍‌ନେ ଟସ୍ ଜିତିକରି ପହେଲା ହାଇଦ୍ରାବାଦ୍ ବୋଲିଂ କରିଥିଲା । ସେଆଡେ ପ୍ଲେ ଅଫ୍‌କେ ଯାଇନାଇଁପାରଲା କେକେଆର । ଗଲାକାଲି ହାଇଦ୍ରାବାଦ୍ ଟିମ୍‌ର ମେଚ ଜିତ ହାରଥି କେକେଆର ପ୍ଲେ ଅଫ୍‌କେ ଯିବା କି ନାଇଁ ସେଟା ରହିଥିଲା । ଆରୁ ହାଇଦ୍ରାବାଦ୍ ମେଚ ଜିତଲା ଉତାରୁ ଇହାଦେ କେକେଆର ସପନ୍ ଭାଙ୍ଗିଯାଇଛେ ପ୍ଲେ ଅଫ୍‌କେ ଯିବାର ଲାଗି ।

Leave A Reply

Your email address will not be published.