ଆହୁରି ବଡ୍‌ଟେ ବିପଦ୍ ଆସୁଛେ ଇହାଦେନୁ ସାବଧାନ୍ ରହ

0

ପହେଲା, ଦୁଇ ନମ୍ବର ଉତାରୁ ଇହାଦେ କରୋନାର ତିନ୍ ନମ୍ବର ସଂକ୍ରମଣର ଡର୍ ଦେଖାଦେଲାନ । ଗଲା କିଛି ଦିନ୍ ଲାଗ୍ ଲାଗ୍ ୩ ଲାଖ୍ ଉପରେ କରୋନା ପଜିଟିଭ ରହୁଥିବାର ବେଲକେ ଇହାଦେ ଇ ସଂକ୍ରମଣ ବଢିକରି ୪ ଲାଖ୍ ଉପରକେ ପୁହୁଁଞ୍ଚିଛେ । ଦୁଇ ନମ୍ବର ଲହର ଇହାଦେ ପିକ୍‌କେ ପୁହୁଁଞ୍ଚିଥିବାର ବେଲକେ ତିନ୍ ନମ୍ବର ଲହର ଲାଗି ସତର୍କ କରେଇଛନ୍ ସରକାର ଆରୁ ବୈଜ୍ଞାନିକ୍ । ଦେଶନେ ତିନ୍ ନମ୍ବର ଲହର କରୋନାର ଆସବାର ନେଇକରି ସରକାର ଇହାଦେନୁ ସତର୍କ ରହୁନ୍ ବଲି କହିଛନ୍ କେନ୍ଦ୍ରର ପ୍ରମୁଖ ବୈଜ୍ଞାନିକ୍ ପରାମର୍ଶଦାତା କେ ବିଜୟନ ରାଘବନ । କରୋନାର ଥର୍ଡ ୱେଭ୍ ଆସବାର ନେଇକରି କାଣା କହେଲେ ବିଜୟନ ରାଘବନ ଆର ଦୁଇ ନମ୍ବର ଲହରନୁ ଇଟା କେତେ ଶକ୍ତିଶାଳୀ ବଲି କୁହାଯାଉଛେ ଜାନମା ପହରାର ଆଜିର ଇ ଭିଡିଓନେ ।

Leave A Reply

Your email address will not be published.