ଜିଏମ୍‌ୟୁର ‘ଦିଲୱାଲୋ କି ଦିୱାଲି’

ଜିଏମ୍‌ୟୁ ଏନ୍‌ଏସ୍‌ଏସ୍ ଆଡୁ ଦିଆଲୀ କାର୍ଯ୍ୟକ୍ରମ ପାଲିତ୍‌

0

ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ଏନ୍‌ଏସ୍‌ଏସ୍ ଆଡୁ ଦିଆଲୀ କାର୍ଯ୍ୟକ୍ରମ ପାଲିତ୍ ହେଇଯାଇଛେ । ସମ୍ବଲପୁର ଯୁଯୁମୁରାନେ ଗଲା ତିନ୍ ବରଷ୍ ହେଲା ଦିଆଲୀ ପାଲନ କରାଯାଇ ଆସୁଛେ । ଇ ବରଷ ଭିଲ୍ ଦିଲ୍ ୱାଲୋ କି ଦିୱାଲୀ କାର୍ଯ୍ୟକ୍ରମ୍ କରାଯାଇକରି ଦୀଆଲି ପାଲନ କରାଯାଇଛେ । କରୋନା ବେମାରୀ ବଢବାର ଡର ଥିବାରନୁ କମ୍ ଛାତ୍ରଛାତ୍ରୀ ମିଶିଥିଲେ କାର୍ଯ୍ୟକ୍ରମ ।

ସେବା ଯୋଜନା ଅଧିକାରୀ ଡଃ ପ୍ରଦୋଷ ଆଚାର୍ଯ୍ୟକଁର ଆଡୁ ଛଛାନପାଲି ରୁକ୍ମଣୀ ଲାଲବାଳ ନିକେତନ ଆରୁ ମାନେଶ୍ୱରର ମା ପାର୍ବତୀ ସେବା ସମିତି ଜରାନିବାସର ଅନ୍ତେବାସୀକୁଁ ଫଲ୍‌, ବିସ୍କୁଟ୍‌, ଆରୁ କମ୍ବଲ ବଂଟା ଯାଇଥିଲା । କାର୍ଯ୍ୟକ୍ରମ ଲାଗି ବିଶ୍ୱବିଦ୍ୟାଳୟ କୂଳପତି ଅତନୁ କୁମାର ପତି, କୂଳ ସଚିବ ଶ୍ରୀ ଗିରିଶ ଚନ୍ଦ୍ର ସିଂ, ଉପକୂଳ ସଚିବ ଶ୍ରୀ ଉମା ଚରଣ ପତି କେତନିଟେ ପ୍ରଶଂସା କରିଛନ୍ ।

Leave A Reply

Your email address will not be published.