Browsing Tag

national congress

ଭାଷଣ ଦେଲା ବେଲକେ ଅଚେତ୍ ହେଇ ତଲେ ପଡିଗଲେ ବିଧାୟକ

ବଲାଙ୍ଗିର ବିଧାୟକ ନେତା ନରସିଂହ ମିଶ୍ରକଁର ଦିହି ବିଗିଡିବାରନୁ ମେଡିକାଲନେ ଭର୍ତ୍ତି । ସିବିଆଇ ଅଫିସ ପାଶେ ଗୁଟେ କାର୍ଯ୍ୟକ୍ରମନେ ଭାଷଣ ଦେଲା ସମିଆଁନେ ସେ ତଲେ ପଡିଯାଇଥିଲେ । ଛାତିନେ ପେନ୍ ହେବାରନୁ ତଲେ ପଡିଯାଇଥିବାର ବେଲକେ ତାକୁଁ ଭୁବନେଶ୍ୱରର ଗୁଟେ ମେଡିକାଲନେ ଭର୍ତ୍ତି କରାଯାଇଛେ ।…

ନାଇଁ ବସେ ଶୀତ୍ ଅଧିବେଶନ୍ 

ଇ ବରଷ୍ ସଂସଦର ଶୀତ ଅଧିବେଶନ୍ ନାଇଁ କରାଯାଏ । କରୋନା ଡର୍ ଲାଗି ଶୀତ୍ ଅଧିବେଶନ୍ ବନ୍ଦ କରବାର ଲାଗି ନିଷ୍ପତ୍ତି ନିଆଯାଇଥିବା ନେଇକରି ଜନାପଡିଛେ । ଜାନୁଆରୀନେ ଯାଇକରି ଏକାଥରେ ବଜେଟ୍ ଅଧିବେଶନ୍ କରାଯିବା ନେଇକରି ସହମତି ମିଲିଥିବାର ସୂଚନା ରହିଛେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ…