ରାଏଜର୍ ଭିନ୍ ଭିନ୍ ଜିଲ୍ଲାନେ କରାଗଲା ଟିକା ଦାନ୍

ଭିଡିଓ କନଫେରନ୍ସ୍ ଥି ଟିକାକରଣ୍ ଫିଡ୍‌ବେକ ଦେଲେ ମୁଖ୍ୟମନ୍ତ୍ରୀ

0

ଆଏଜ୍ ଦେଶବ୍ୟାପି ଟିକାକରଣ୍ କରାଯିବା ସାଙ୍ଗେ ରାଏଜ୍ ର ସବୁ ଜିଲ୍ଲା ନେ ବି କରୋନା ଟିକାଦାନ୍ କରାଯାଇଛେ । ସେନ୍ତା ପଶ୍ଚିମଓଡିଶାର୍ ବଲାଙ୍ଗୀର୍ , ସମ୍ବଲପୁର୍ , ସୁନ୍ଦରଗଡ ଜିଲ୍ଲାର୍ ହସ୍ପିଟାଲ୍ ମାନକୁଁ ଟିକାଦାନ୍ କରାଯାଇଛେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ୍ ଭିଡିଓ କନଫରେନ୍ସ ଜରିଆ ଥି ଟିକା ନେଇଥିବାର୍ ସ୍ୱାସ୍ଥ୍ୟକର୍ମୀ ମାନକଁର୍ ଫିଡ୍‌ବେକ୍ ନେଇଥିଲେ । ସୁନ୍ଦରଗଡ ଜିଲ୍ଲାର୍ ବଡ ଡାକ୍ତରଖାନା ନେ ବି ଟିକା ଦାନ୍ ଉତାରୁ ସେନର୍ ସଫେଇ କର୍ମଚାରୀ ଆର୍ ନର୍ସ ମାନକଁର୍ ସାଙ୍ଗେ କଥା ହେଇଥିଲେ । ମୁଖ୍ୟମନ୍ତ୍ରୀ ଟିକାଦାନ୍ ଲାଗି ଡାକ୍ତର୍ ଆର୍ ସ୍ୱାସ୍ଥ୍ୟକର୍ମୀ ମାନକଁର୍ ସହଯୋଗ୍ କାମ୍‌ନା କରିଛନ୍ ।

Leave A Reply

Your email address will not be published.