କାଏଲ୍ ଠାନୁ ୪ ନମ୍ବର୍ ଟେଷ୍ଟ୍

0

ଆଏବାରକ କାଏଲ୍ ଠାନୁ ମୁଲ୍ ହେବାର୍‌କେ ଯାଉଛେ ଭାରତ ଆର୍ ଇଂଲଣ୍ଡ ଭିତରେ ଶେଷ୍ ଟେଷ୍ଟ୍ ମ୍ୟାଚ୍ । ଇହାଦେ ତକର୍ ୩ଟ ଟେଷ୍ଟ୍ ଭିତରୁ ଭାରତ ୨ ଟା ଆର୍ ଇଂଲଣ୍ଡ ଗୁଟେ ଟେଷ୍ଟ ଜିତିସାରିଛନ୍ । ହେଥର୍ ଲାଗି ଇ ୪ ନମ୍ବର୍ ମ୍ୟାଚ୍‌କେ ଜିତିକରି ଇଂଲଣ୍ଡ୍ ସିରିଜ୍‌କେ ୨-୨ କରବାର୍ ଲାଗି ଚାହେବାର୍ ବେଲ୍‌କେ ଭାରତ ସିରିଜ୍‌କେ ୩-୧ କରିକି ଟେଷ୍ଟ ଚମ୍ପିୟାନ୍‌ସିପ୍ ଲାଗି ଆହୁରି ବରକସ୍‌ହେବାର୍‌କେ ଚାହେଁବା ।

ତିନ୍ ନମ୍ବର୍ ଟେଷ୍ଟ ଜେନ୍ ହିସାବେ ୨ଦିନ୍ ଭି୍‌ତ୍‌ରେ ସରିଯାଇଥିଲା ସେଥିର୍ ଲାଗି ପିଚ୍‌କେ ନେଇକରି ସାରା ଦେଶ୍ ଦୁନିଆଁନେ ଯେନ୍‌ହିସାବେ କଥା ଉଠିଥିଲା, ଇ ଟେଷ୍ଟ୍ ଲାଗି କେନ୍ତା ପ୍ରକାରର୍ ପିଚ୍ ହେବାଯେ ସେଟାକେ ନେଇକରି ସମକର୍ ମନ୍‌ଭିତରେ ଭିନ୍ ଭିନ୍ ପ୍ରକାରର୍ କଥା ମାନେ ଅଛେ । ସେ ସବୁଥର୍ ଲାଗି ଆଏବାର୍ କାଲିର୍ ମ୍ୟାଚ୍ ଉପ୍‌ରେ ସାରା ଦୁନିଆଁର୍ ନଜର୍ ଅଛେ ।

Leave A Reply

Your email address will not be published.