ଦୁଇଦିନେ ସରିଗଲା ପିଙ୍କ୍ ଟେଷ୍ଟ୍‌: ଜିତ୍‌ଲା ଭାରତ

0

ଅହମଦାବାଦ୍‌ର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ନେ ଭାରତ ଆର୍ ଇଂଲଣ୍ଡ ଭିତରେ ଚାଲିଥିବାର୍ ଡେ-ନାଇଟ୍ ପିଙ୍କ୍ ବଲ୍ ଟେଷ୍ଟ ଦୁଇ ଦିନ୍‌ବି ନାଇଁ ଠଅରି ଆର୍ ଭାରତ ସେ ମ୍ୟାଚ୍‌କେ ୧୦ ୱିକେଟ୍‌ନେ ଜିତିଛେ । ମ୍ୟାଚ୍‌ନେ ୧୧ ଟା ୱିକେଟ୍‌ନେ ନେଇଥିବାର୍ ଅକ୍ଷର୍ ପଟେଲ୍‌କୁଁ ତାଁକର୍ ବୋଲିଂ ଲାଗି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଦିଆଯାଇଛେ ।

ଦୁଇ ନମ୍ବର ପାଲିନେ ପୁରା ଇଂଲଣ୍ଡ ଦଲ୍ ୮୧ ରନ୍‌ନେ ଅଲ୍‌ଆଉଟ୍ ହେଇଯାଇଥିଲା । ତ ଭାରତର୍ ପହେଲା ପାଲିର ଅଏଧ୍‌କା ରନ୍‌କେ କାଟ୍‌ଲା ପରେ ଜିତ୍‌ବାର୍‌ଲାଗି ଆରୁ ୪୮ ରନ୍ ଦରକାର୍ ପଡୁଥିଲା । ସେଟାକେ ଭାରତ୍ ବିନା କେହେନ୍‌ସି ୱିକେଟ୍‌ନେ ହାସଲ୍ କରିନେଇଥିଲା ।


ଟେଷ୍ଟ ମ୍ୟାଚ୍ ପୁରା ଦୁଇ ଦିନ୍‌ବି ନାଇ ଠଅରିବାର୍ ହେତୁନୁ ଇହାଦେ ସେନର୍ ପିଚ୍ କେ ନେଇକରି ଘିଚାଟନା ମୂଲ୍ ହେଇଯାଇଛେ । ପୁରା ମ୍ୟାଚ୍‌ନେ ୩୦ଟା ୱିକେଟ୍ ପଡିଥିଲା ଆର୍ ସେନୁ ୨୮ଟା ୱିକେଟ୍ ସ୍ପିନର୍ ମାନେ ହିଁ ନେଇଥିଲେ । ବାକି ପିଚ୍‌ରେ ବଲ୍ ବେଶୀ ଟର୍ଣ୍ଣ ହେବାର୍ ନାଇଁ ଦେଖାଯାଉଥାଇ । ତ ହୁଏତ ପିଙ୍କ୍ ବଲ୍‌ନେ ଖେଲ୍‌ବାର୍ ବଏସରା ନାଇଁ ଥିବାର୍ ଲାଗି ବ୍ୟାଟ୍ସମ୍ୟାନ୍ ମାନେ ଜଲ୍‌ଦି ଜଲ୍‌ଦି ଆଉଟ୍ ହେଇଯାଇଥିବେ ବଲିକରିବି ଅଧାଲୋକ୍ କହୁଛନ୍ ।

Leave A Reply

Your email address will not be published.