Browsing Tag

national education

ୟୁଜିସିର କରୋନା ଗାଇଡ୍‌ଲାଇନ୍‌

କରୋନା ଲାଗି ସବୁ ଶିକ୍ଷାନୁଷ୍ଠାନ୍ ବନ୍ଦ ରହିଥିବାର ବେଲକେ ଇହାଦେ ଧୀରେ ଧୀରେ ଇ ସବୁ ଖୁଲାଯିବାର ନେଇକରି ଆଲୋଚନା ଚାଲିଛେ । ଇ ଭିତରେ ଦେଶନେ ଥିବାର ଉଚ୍ଚ ଶିକ୍ଷାନୁଷ୍ଠାନ୍ ଯେନ୍ତା, ବିଶ୍ୱବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ୍‌, ମହାବିଦ୍ୟାଳୟ ଖୁଲବାର ନେଇକରି ତୟାରି ଚାଲିଛେ । ଇ ନେଇକରି…

ବାହାରିଲା ନିଟ୍ ରେଜଲ୍ଟ

ବାହାରିଲା ନିଟ୍ ପରୀକ୍ଷା ରେଜଲ୍ଟ । ସର୍ବଭାରୀୟ ସ୍ତରନେ ଓଡ଼ିଆ ପିଲା ସୋଏବ ଆଫତାବ୍ ପରୀକ୍ଷାନେ ଟପ୍ କରିଛନ୍ । ସୋଏବଙ୍କର ଘର ରାଉରକେଲାନେ । ତେଭେ ନିଟ୍ ପରୀକ୍ଷାନେ ଟପ୍ କରବାରନେ ସୋଏବ ପହେଲା ଓଡ଼ିଆ । ସେ ୭୨୦ନୁ ୭୨୦ ମାର୍କ ରଖିକରି ଶତପ୍ରତିଶତ ନମ୍ବର ରଖି କରି ଟପ୍ କରିଛନ୍ । ନ୍ୟାସନାଲ…