ୟୁଜିସିର କରୋନା ଗାଇଡ୍‌ଲାଇନ୍‌

ଉଚ୍ଚ ଶିକ୍ଷାନୁଷ୍ଠାନ୍ ଖୁଲବାର ଆଘୋନୁ ଦିଆଯିବା ଇ ସବୁ କଥା ଉପରେ ଗୁରୁତ୍ୱ

0

କରୋନା ଲାଗି ସବୁ ଶିକ୍ଷାନୁଷ୍ଠାନ୍ ବନ୍ଦ ରହିଥିବାର ବେଲକେ ଇହାଦେ ଧୀରେ ଧୀରେ ଇ ସବୁ ଖୁଲାଯିବାର ନେଇକରି ଆଲୋଚନା ଚାଲିଛେ । ଇ ଭିତରେ ଦେଶନେ ଥିବାର ଉଚ୍ଚ ଶିକ୍ଷାନୁଷ୍ଠାନ୍ ଯେନ୍ତା, ବିଶ୍ୱବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ୍‌, ମହାବିଦ୍ୟାଳୟ ଖୁଲବାର ନେଇକରି ତୟାରି ଚାଲିଛେ । ଇ ନେଇକରି ୟୁଜିସି ବା ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ ଆଡୁ ନିର୍ଦ୍ଦେଶନାମା ଲାଗୁ କରାଯାଇଛେ କେନ୍ଦ୍ରୀୟ ଅନୁଦାନ ପାଉଥିବାର ଶିକ୍ଷାନୁଷ୍ଠାନର ମୁଖ୍ୟମାନେ କରୋନା ସମିଆଁନେ ସୁରକ୍ଷିତ ଭାବୁଥିଲେ ଶ୍ରେଣୀନେ ପାଠପଢା ଲାଗି ଅନୁମତି ଦେଇପାରବେ । ଆରୁ ଦୁଶରା ଉଚ୍ଚ ଶିକ୍ଷାନୁଷ୍ଠାନ ଯେନ୍ତା, ରାଜ୍ୟ ବିଶ୍ୱବିଦ୍ୟାଳୟ, ପ୍ରାଇଭେଟ୍ କଲେଜ ସବୁ ରାଜ୍ୟ ଆର କେନ୍ଦ୍ରଶାସିତ ସରକାରକଁର ଆଡୁ ଲାଗୁ ହେଇଥିବାର ଗାଇଡଲାଇନ୍ ହିସାବେ ଚାଲବେ । ନାହେଲେ ଅନ୍‌ଲାଇନ୍ ମାଧ୍ୟମନେ ଭିଲ ପଢେଇପାରବେ । ଶିକ୍ଷାନୁଷ୍ଠାନ୍ ଖୁଲବାର ଆଘୋନୁ କିଛିଟା କଥା ଉପରେ ଧ୍ୟାନ୍ ରଖବାର ଜରୁରୀ ଆଏ । କାଣା ସବୁ ରହିଛେ ନିର୍ଦ୍ଦେଶନାମା ନଜର ପକାମା,

୧.କଣ୍ଟେନମେଣ୍ଟ ଜୋନ୍‌ନେ ଥିବାର ଶିକ୍ଷାନୁଷ୍ଠାନ୍ ବନ୍ଦ ରହେବା
୨. ସାମାଜିକ ଦୂରତା ଆରୁ ମାସ୍କ ପିନ୍ଧବାର ଉପରେ ଗୁରୁତ୍ୱ ଦିଆଯିବା
୩. ହାତ ଠିକ୍ ହିସାବେ ଧୁଇକରି ଶିକ୍ଷାନୁଷ୍ଠାନକେ ଯାଇପାରବେ
୪.ଦିହିପାହା ଖରାପ ଥିଲେ ପହେଲାନୁ ଅନୁଷ୍ଠାନ କତ୍ତୃପକ୍ଷକୁଁ ଜନାବେ
୫.କ୍ୟାମ୍ପସ ଭିତରେ ଥୁକବାକେ ମନା କରାଯାଇଛେ
୬.ସ୍ମାର୍ଟ ଫୋନ୍ ବେଭହାର କରୁଥିଲେ ଇଥରେ ଆରୋଗ୍ୟ ସେତୁ ଆପ୍ ଡାଉଲୋଡ୍ କରବେ
୭.କ୍ୟାମ୍ପସ ସବୁ ସାନିଟାଇଜଡ୍ କରାଯିବା ଆରୁ ଥର୍ମାଲ୍ ସ୍କ୍ରିନିଂ କରାଯାଇକରି ଛଡାଯିବା
୮.ଗୁଟେ ଶ୍ରେଣୀନେ ୫୦ ଭାଗ ଛାତ୍ରଛାତ୍ରୀ ବସିକରି ପଢିପାରବେ
୯. ଜରୁରୀ କାମ୍ ଲାଗି ଆସୁଥିଲେ ନିଜର ପରିଚୟ ଲେଖିକରି ଭିତରକେ ଯିବେ
୧୦.ଶିକ୍ଷାନୁଷ୍ଠାନ ମାନକଁର ସବୁ ଗେଟ୍ ଖୁଲବାର ଉପରେ ଭିଲ ବାରଣ କରାଯାଇଛେ

Leave A Reply

Your email address will not be published.