ପ୍ରଫେସର ସଞ୍ଜିବ ମିତ୍ତଲ ନୂଆଁ କୁଳପତି

ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆଁ କୁଳପତି ଭାବେ ଦାୟିତ୍ୱ ନେଲେ ପ୍ରଫେସର ମିତ୍ତଲ

0

ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆଁ କୁଳପତି ଭାବେ ଯୋଗ ଦେଲେ ପ୍ରଫେସର ସଂଜୀବ ମିତ୍ତଲ । ଜିଏମୟୁ କୁଳପତି ପ୍ରଫେସର ଏନ ନାଗାରାଜୁକଁରଠାନୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ । ପୁରନା ଛାତ୍ର ସଂଗଠନକେ ସୁଦୃଢ କରବାର ସାଙ୍ଗେ ବଡ ଶିଳ୍ପ ସଂସ୍ଥାନ ସାଙ୍ଗେ ସୁସମ୍ପର୍କ, ଗବେଷଣା ବୃଦ୍ଧି, ଛାତ୍ରଛାତ୍ରୀକଁର ଦକ୍ଷତା ବଢାବାର ଉପରେ ଅଏତକା ଗୁରୁତ୍ୱ ଦେବେ ବଲି କହିଛନ୍ । ଇତାର ବାହାରେ କଲେଜର ଦୁଶରା ସମସ୍ୟା ଯେନ୍ତା ପରୀକ୍ଷା ପରିଚାଳନାନେ ଭୁଲ ଭଟକା ନାଇଁ ହେବା ଇ ସବୁ ଉପରେ ଧ୍ୟାନ୍ ଦିଆଯିବା । ପ୍ରଫେସର ମିତ୍ତଲ ଦାୟିତ୍ୱ ନେଲା ଉତାରୁ ବିଶ୍ୱବଦ୍ୟାଳୟର ସବୁ ଅଧିକାରୀ ଆରୁ କର୍ମଚାରୀ ତାକୁଁ ଶୁଭେଚ୍ଛା ଆରୁ ଅଭିନନ୍ଦନ ଜନେଇଛନ୍ ।

Leave A Reply

Your email address will not be published.