ଆଏଜ୍‌ନୁ ବିଧାନସଭାର ଶୀତ ଅଧିବେଶନ୍

କୋଭିଡ୍ ନିୟମ ଭିତରେ ମୁଲ ହେଲା ଶୀତ ଅଧିବେଶନ୍‌, ସାଢେ ୪ ଘଣ୍ଟା ଚାଲବା

0

ମୁଲ୍ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ୍ । ଆଏଜ୍ ପହେଲା ବାଚସ୍ପତି ତଥା ଆଘରର ମନ୍ତ୍ରୀ ଶରତ କରକଁର ଲାଗି ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନରୟକ ଇ ଶୋକ ପ୍ରସ୍ତାବ ଦେଇଥିଲେ । ଇତାର ସାଙ୍ଗେ କରୋନା ଯୋଦ୍ଧାକୁଁ ମନେ ପକେଇ କରି ତାକୁଁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଆଏଜନୁ ମୁଲ ହେଇଥିବାର ବିଧାନସଭା ଅଧିବେଶନ୍ କୋଭିଡ୍ ନିୟମ୍ ହିସାବେ ସାଢେ ୪ ଘଣ୍ଟା ଚାଲବା ବଲି ଜନାପଡିଛେ । ୨୦୨୦-୨୧ ଆର୍ଥିକ ବରଷର ଅତିରିକ୍ତ ବଜେଟ୍ ଆଗତ କରାଯିବା ଆଏଜ୍ । ୩ ଦିନର ଖର୍ଚ୍ଚା ଦାବି ଆଲୋଚନା ଉତାରୁ ୨୯ ତାରିଖନେ ଅତିରିକ୍ତ ବ୍ୟୟ ମଂଜୁରୀ ବିଲ୍ ପାରିତ୍ ହେବାର ବଲି ଜନାପଡିଛେ । ଆଏବାର ଡିସେମ୍ବର ୩୧ ତାରିଖ ତକ୍ ଶୀତ ଅଧିବେଶନ୍ ଚାଲବା । ଇତାର ଭିତରେ ମୋଟ୍ ୧୦ଟା ବିଲ୍ ଉପସ୍ଥାପନ କରବାକେ ଲକ୍ଷ ରଖିଛନ୍ ସରକାର ।

Leave A Reply

Your email address will not be published.