ଓଡିଶାନୁ ଫିରଲା ମୌସୁମି

ମୌସୁମି ରାଜ୍ୟ ଛାଡିଥିବାର ନେଇକରି ପାଣିପାଗ କେନ୍ଦ୍ରର ସୂଚନା

0

ଫି ବଛର ମୌସୁମୀ ଜୁଲାଇ ୮ ତାରିଖ ତକ୍ ଆସୁଥିବାର ବେଲେ , ଇ ବଛର ମୌସୁମି ଟିକେ ଜଲଦି ଆସିଥିଲା । ଜୁନ୧ନେ କେରଲ ଛୁଇଁଥିଲା ମୌସୁମି । ତେଭେ ଇହାଦେ ସାରା ଓଡ଼ିଶାନୁ ବିଦାୟ ନେଇଛେ ମୌସୁମୀ । ଦକ୍ଷିଣ-ପଶ୍ଚିମ ବାୟୁ ପ୍ରତ୍ୟାବର୍ତ୍ତନ କରିଥିବାର ନେଇକରି ପାଣିପାଗ ବିଭାଗ ଆଡୁ ସୂଚନା ମିଲିଛେ । ଓଡ଼ିଶା ସାଙ୍ଗେ ପୂରା ଦେଶନୁ ବିଦାୟ ନେଇଛେ ମୌସୁମୀ । ଇ ବଛର ଦୁଇ ହପ୍ତା ଆଘୋନୁ ଦେଶେ ମୌସୁମୀ ଛିଇଁଥିଲା । ବାତ୍ୟା ଅମ୍ପାନ୍ ଲାଗି ମୌସୁମୀ ଆସବାର ଇ ବଛର ଦେର ରହିଥିବାର ନେଇକିନା କୁହାଯାଇଥିଲା ।

Leave A Reply

Your email address will not be published.