Browsing Tag

nihar ranjan pradhan

ଇସ୍ରୋ ବୈଜ୍ଞାନିକ୍ ନିହାର ରଂଜନ ପ୍ରଧାନ

ବରଗଡ଼ ଅମ୍ବାଭନା ବ୍ଲକ୍ ଝାରପାଲି ଗାଁର ନିହାର ରଂଜନ ପ୍ରଧାନ ଯିବେ ଇସ୍ରୋ । ବୈଜ୍ଞାନିକ୍ ହିସାବେ ଇସ୍ରୋ ଯିବା ଲାଗି ବଛା ହେଇଛନ୍ ନିହାର ରଂଜନ । ଜାନୁଆରୀ ମାସେ ସେ ଇସ୍ରୋନେ ଯୋଗଦେବେ ବଲିକରି କହିଛନ୍ । ନିହାର ଝାରପାଲି ଗାଁର ଗୁଟେ ଚାଷୀ ପରିବାରନେ ଜନମ୍ ହେଇଛନ୍ । ମାଁ ପଙ୍କଜିନୀ…