ନାସାର କାର୍ଯ୍ୟକାରୀ ମୁଖ୍ୟ ଭାରତୀୟ ବଂଶୋଦ୍ଭବ

ଭବ୍ୟା ଲାଲକୁଁ ନିଯୁକ୍ତି ମିଲଲା ଆମେରିକାର ମହାକାଶ ଗବେଷଣା ସଂସ୍ଥାନେ

0

ଫେର୍ ଟୁକେଲ୍ ପାୱାର ଦେଖବାକେ ପାଏଲେ ଦୁନିଆଁର ଲୋକ୍ । ଆମେରିକାନେ ଭାରତୀୟକଁର ପ୍ରଭାବ ଧୀରେ ଧୀରେ ବଢବାରନେ ଲାଗୁଛେ । ଭାରତୀୟ ବଂଶୋଦ୍ଭବ୍ କମଲା ହାରିସ୍ ଆମେରିକାର ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଥିବାର ବେଲକେ ହ୍ୱାଇଟ୍ ହାଉସ୍‌ନେ ହେଉକି ଆମେରିକାର ପ୍ରଶାସନନେ ଭିଲ୍ ନିଯୁକ୍ତି ପାଇଛନ୍ । ଆରୁ ଇହାଦେ ଆର ଜନେ ଭାରତୀୟ ବଂଶୋଦ୍ଭବକଁର ନାଁ ଯୁଡି ହେଇଛେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ବା ନାସାନେ । ନାସାର କାର୍ଯ୍ୟକାରୀ ମୁଖ୍ୟ ଭାବେ ଜଣେ ଭାରତୀୟ ବଂଶୋଦ୍ଭବକୁଁ ଦାୟିତ୍ୱ ମିଲିଛେ । ଭବ୍ୟା ଲାଲକୁଁ ନିଯୁକ୍ତି ଦିଆଯାଇଛେ ଇ ଦାୟିତ୍ୱ ଲାଗି । ଆମେରିକାର ରାଷ୍ଟ୍ରପତି ଜୋ ବିଡେନକଁର ଟିମ୍‌ନେ କାମ୍ କରିସାରିଥିବାର ଭାବ୍ୟା ମାଶାଚୁସେଟସ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିନୁ ନ୍ୟୁକ୍ଲିୟର ଇଂଜିନିୟରିଂନେ ସ୍ନାତକ ହାସଲ କରିଛନ୍ ।

Leave A Reply

Your email address will not be published.