Browsing Tag

Nitish Kumar

ବିହାର୍‌ନେ ଚାଲିଛେ ଭୋଟ୍ ଗନତି

ଆଏଜ୍‌କା ବିହାର୍‌ନେ ଚାଲିଛେ ଭୋଟଗନତି । ସେନର୍ ବିଧାନସଭାର୍ ୨୪୩ଟା ସିଟ୍ ଲାଗି ହେଇସାରିଥିବାର୍ ଭୋଟ୍‌ନେ କିଏ ଜିତବା ଆର୍ ସେନେ ଆଏବାର୍ ସମିଆଥି କିଏ ସରକାର ବନାବାଯେ ସେଟା ଆର୍ କେତେ ସମିଆ ପରେ ଜନା ପଡିଯିବା । ଇହାଦେ ସେନ ଭୋଟ୍ ଗନତି ଚାଲିଛେ ଆର୍ ଖବର୍ ମିଲବାର୍‌ତକ୍ ଏନ୍‌ଡିଏ ୧୨୪ଟା…