Browsing Tag

odia actor

ଅଭିନେତା ରବି ମିଶ୍ରକଁର ବିୟୋଗ୍‌

ନାଁକରା ଅଭିନେତା ରବି ମିଶ୍ରକଁର ବିୟୋଗ୍ । ହାର୍ଟ ଆଟାକ୍‌ନେ ତାକଁର ଦେହାନ୍ତ ହେଇଥିବାର ନେଇକରି ଜନାପଡିଛେ । ଗଲା କାଲି ସେ ସୁଟିଂ ସେଟ୍‌ନେ ଗୁଟେ ସିରିଏଲର ସୁଟିଂ କରୁଥିବାର ବେଲକେ ତାକଁର ଦିହି ବିଗଡିଥିଲା । ଛାତି ଦରଜ ହେଇଥିବାର କହିଥିଲେ ସେ ଆରୁ ଗ୍ୟାସ୍‌ରୁ ହେଇଥିବା ଭାବିକରି ଦରଜ…