ଅକ୍ସିଜେନ୍ ଥାଇକରି ବି କେନ୍ତା ଯାଉଛେ କରୋନା ରୋଗୀକଁର୍ ଜୀବନ୍

0

ରାଏଜ୍‌ନେ କରୋନା ର୍ ୨ନଂ ଲହର୍ ଥି ଇହାଦେ କେତ୍‌ନି ଟେ ଲୁକକଁର୍ ଜୀବନ୍ ଗଲାନ । ସେନ୍ତା ପଶ୍ଚିମଓଡିଶାର୍ ଡାକ୍ତର୍‌ଖାନା ମାନକୁଁ ବି କେନ ବେଡ୍ ର୍ ଅଭାବ୍ ଦେଖା ଯାଉଛେ ତ ଆର୍ କେନ ଅକ୍ସିଜେନ୍ ର ଅଭାବ୍ । ପଶ୍ଚିମଓଡିଶାର୍ ନୂଆପଡା ଜିଲ୍ଲାନୁ ଇହାଦେ ବହୁତ୍‌ଟେ କରୋନା ସଂକ୍ରମିତ୍ ବହାରୁଥିବାର୍ ନୁ ଅକ୍ସିଜେନ୍ ଅଭାବ୍ ନୁ ନୂଆପଡା ଜିଲ୍ଲା ର୍ କରୋନା ରୋଗୀକଁର୍ ମର୍‌ବାର୍ ଖବର୍ ଇହାଦେ ସାମ୍ନା କେ ଆସିଛେ । ଯେନ୍‌ଟା କେ ନେଇକରି ତାକଁର୍ ପରିବାର୍ ଲୋକ୍ ଅଭିଯୋଗ୍ ଆନିଛନ୍ । ନୂଆପଡା କୋଭିଡ୍ ହସ୍ପିଟାଲ୍‌ନେ ଠିକ୍ ସମିଆଁନେ କରୋନା ରୋଗୀକୁଁ ଅକ୍ସିିଜେନ୍ ନାଇ ଯୁଗେଇ ପାରିଥିବାର୍ ନୁ ଜୀବନ୍ ଯାଇଥିବାର୍ ଅଭିଯୋଗ୍ କରାଯାଇଛେ । ହେଲେ ସେଆଡେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସେ ଅଭିଯୋଗ୍ ଭୁଲ୍ ବଲିକରି କହିଛନ୍ । ସେ କହେବାର୍ ହିସାବେ ଜିଲ୍ଲା ନେ ଜରୁରୀ ନୁ ଅଧିକା ଅକ୍ସିଜେନ୍ ରହିଛେ ଯେନଥିର୍ ଲାଗି ଇଟା ଭୁଲ୍ ବଲିକରି ସେ କହିଥିଲେ । ସେନ୍ତା ବୁର୍ଲା ଭିମ୍‌ସାର୍ ମେଡିକାଲ୍ ନୁ ବି ସବୁ ଦିନ କରୋନା ରୋଗୀକଁର୍ ଜୀବନ୍ ଯାଉଥିବାର୍ ସୂଚନା ମିଲୁଛେ । ରବିବାର୍ ଭିମସାର୍ ନେ ୮ ଜଣ କରୋନା ରୋଗୀକଁର୍ ଜୀବନ୍ ଯାଇଥିବାର୍ ଘଟଣା ସାମ୍ନାକେ ଆସିଛେ । ଯେନଟା କି ଲୁକେ ଚିକିତ୍ସା ର୍ ଅଭାବ୍ ଆର୍ ଅକ୍ସିଜେନ୍ ର୍ ଅଭାବ୍ ନୁ ଲୁକକଁର୍ ଜୀବନ୍ ଯାଉଛେ ବଲିକରି ଅଭିଯୋଗ୍ ଆନୁଛନ୍ ।

Leave A Reply

Your email address will not be published.