ଅସିତ ତ୍ରିପାଠୀ ହେଲେ ପଶ୍ଚିମଓଡିଶା ବିକାଶ୍ ପରିଷଦ ର ଅଧ୍ୟକ୍ଷ

0

ପୂର୍ବତନ୍ ମୁଖ୍ୟ ଶାସନ ସଚିବ୍ ଅସିତ୍ ତ୍ରିପାଠୀ ପଶ୍ଚିମ ଓଡିଶାର୍ ବିକାଶ୍ ପରିଷଦ୍ ର ଅଧ୍ୟକ୍ଷ ହିସାବେ ନିୟୋଜିତ୍ ହେଇଛନ୍ । ପହେଲା ନୁ ସେ ବରିଷ୍ଠ ପ୍ରଶାସନିକ୍ ଅଧିକାରୀ ରାଜ୍ୟ ର ମୁଖ୍ୟ ଶାସନ ସଚିବ୍ ଥିଲେ । ଡିସେମ୍ବର ୩୧ ତାରିଖ୍ ନେ ସେ ମୁଖ୍ୟ ଶାସନ୍ ସଚିବ୍ ପଦ୍‌ନୁ ଅବସର୍ ନେଇଥିଲେ । ତାର ଉତାରୁ ଇ ପଦ୍‌ନେ ବରିଷ୍ଠ ପ୍ରଶାସନିକ୍ ଅଧିକାରୀ ସୁରେଶ ମହାପାତ୍ରକୁଁ ଦ୍ୱାୟିତ୍ୱ ଦିଆଯାଇଛେ । ଅସିତ୍ ତ୍ରିପାଠୀ କୁଁ ବିକାଶ ପରିଷଦ୍‌ର ଅଧ୍ୟକ୍ଷ ସାଙ୍ଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକଁର୍ ପ୍ରମୁଖ୍ ଉପଦେଷ୍ଟା ହିସାବେ ଦାୟିତ୍ୱ ଦିଆଯାଇଛେ । ପଶ୍ଚିମ ଓଡିଶା ର ବିକାଶ ପରିଷଦ୍ ଅଧକ୍ଷ୍ୟ ପଦ୍ ବହୁତ୍ ଦିନ୍ ତକ୍ ଖାଲି ପଡିଥିବାର୍ ବେଲେ ଅସିତ୍ ତ୍ରିପାଠୀକୁଁ ଇ ଦ୍ୱାୟିତ୍ୱ ଦେଇଛନ୍ ରାଜ୍ୟ ସରକାର୍ । ସବୁଥର ଇ ପଦ୍ କେନସି ରାଜନେତା, ମନ୍ତ୍ରୀ କୁଁ ଦିଆଯାଉଥିଲା ହେଲେ ପହେଲା ଥର୍ ଲାଗି ଇ ଦ୍ୱାୟିତ୍ୱ କେ ଜନେ ଶାସନ ସଚିବକୁଁ ଦିଆଯାଇଛେ । ଅସିତ୍ ତ୍ରିପାଠୀକଁର୍ ଘର୍ ବଲାଙ୍ଗୀର୍ ଜିଲ୍ଲା ନେ ହେଇଥିବାର୍‌ନୁ ପଶ୍ଚିମ୍ ଓଡିଶାର୍ ଲୁକକଁର୍ ଭିତ୍‌ରେ ବହୁତ୍‌ଟେ ଉସ୍‌ନାକି ଦେଖ୍‌ବାର୍ କେ ମିଲିଛେ ।

Leave A Reply

Your email address will not be published.