Browsing Tag

odia film industry

ଜାତୀୟ ପୁରସ୍କାର ୨୦୧୯ ଲାଗି ମନୋନୀତ୍ ହେଇଛେ ଫିଲ୍ମ ‘କାଲିର ଅତୀତ’ ଆରୁ ‘ଶଲା ବୁଢାର ବଦଲା’

ଓଡ଼ିଆ ଆରୁ ସମ୍ବଲପୁରୀ-କୋଶଲୀ ଫିଲ୍ମ ଜଗତ ଲାଗି ଖୁସିର ଖବର । ଫିଲ୍ମ କାଲିର ଅତୀତ ଆରୁ ଶଲା ବୁଢାର ବଦଲା କେ ମିଲଲା ଜାତୀୟ ପୁରସ୍କାର । ୬୭ ନ୍ୟାସନାଲ୍ ଫିଲ୍ମ ଆୱାର୍ଡ ୨୦୧୯ନେ ଇ ଦୁହି ଫିଲ୍ମକେ ଆୱାର୍ଡ ମିଲିଛେ । ଫିଚର ଫିଲ୍ମ କାଟାଗୋରୀନେ ଦୁହି ଫିଲ୍ମକେ ଜାତୀୟ ପୁରସ୍କାର ମିଲିଥିବାର…

ବର୍ଷା-ଅନୁଭବ ପାରିବାରିକ ମାମଲାନେ ସୁପ୍ରିମ୍ କୋର୍ଟଙ୍କର ରାୟ

ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଆର ବର୍ଷା ପ୍ରିୟଦର୍ଶିନୀଙ୍କର ପାରିବାରିକ ଝମେଲା ମାମଲା । ଇ ମାମଲାନେ ସୁପ୍ରିମ କୋର୍ଟନେ ପୁହୂଞ୍ଚିଲା ବାଦ୍ ଆଝି ବର୍ଷାଙ୍କର ଆଡୁ କରାଯାଇଥିବାର ଟ୍ରାନ୍ସଫର ପିଟିସନ ମାମଲାର ଶୁଣାଣି ହେଇଛେ । ଜଷ୍ଟିସ୍ ହୃଷିକେଶ ରାୟଙ୍କର ଝନକିଆ ଖଣ୍ଡପୀଠନେ ମାମଲାର…