ତାଲାବନ୍ଦ୍ ଉତାରୁ ଘଡେ ଛନେ’କେ କେନ୍ତା ବଢୁଛେ ପରିବା ଦାମ୍

0

ତାଲାବନ୍ଦ୍ ଲାଗି ଇହାଦେ ସବୁଆଡେ ସବୁ ଦରବ୍ ର୍ ଦାମ୍ ହୁ ହୁ ହେଇକରି ବଢୁଛେ । ମେ ୫ ତାରିଖ୍‌ନୁ ରାଏଜ୍ ର୍ ସବୁଆଡେ ତାଲାବନ୍ଦ୍ କରାଯାଇଛେ ଆର୍ ସେ ନେଇକରି ଇହାଦେ ସବୁ ଦରବ୍ ଆକାଶ୍ ଛୁଆଁ ହେଇଛେ । ଯେନଥିର୍ ଲାଗି ସାଧାରଣ ଲୋକ୍ ମୁଡେ ହାତ୍ ଦେଉଛନ୍ । ଗୁଟେ ଆଡେ କରୋନା ରୋଗ୍ ଆର୍ ଗୁଟେ ଆଡେ ଦର୍ ଦାମ୍ ବଢୁଥିବାର୍ କେ ନେଇକରି ଇହାଦେ ଚିନ୍ତା ବଢିଛେ । ସବୁ ଜିନିଷ୍ ର୍ ଦାମ୍ ବଢୁଥିବାର୍ ନୁ ଇହାଦେ କେନ୍ତା ଚାଲିଛେ ବଜାର୍ ହାଟ୍ ଦେଖମା ପହରାର୍ ଇ ଭିଡିଓନେ

Leave A Reply

Your email address will not be published.