ରାଉରକେଲା ହକି ଷ୍ଟାଡିୟମ୍ ‌ନେ କ୍ରୀଡା ମନ୍ତ୍ରୀ

୨୦୨୩ ହକି ବିଶ୍ୱକପ୍ ଲାଗି ପ୍ରସ୍ତୁତି, ଷ୍ଟାଡିୟମ୍ ଯାଇକରି କାମ୍‌ର ତଦାରଖ କଲେ ମନ୍ତ୍ରୀ ତୁଷାର କାନ୍ତି ବେହେରା

0

ରାଉରକେଲାନେ ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା । ହକି ଷ୍ଟାଡିୟମ୍ ଯାଇକରି ବୁଲିକରି କାମ୍‌ର ତଦାରଖ୍ କରିଛନ୍ କ୍ରୀଡା ମନ୍ତ୍ରୀ । ଆଏବାର ୨୦୨୩ନେ ଫେର ଘାଏ ଓଡ଼ିଶାନେ ହକି ବିଶ୍ୱକପ୍ ହେବାକେ ଯାଉଛେ । ଇଥିର ଲାଗି ଇହାଦେନୁ ଜୋରଦାର୍ ପ୍ରସ୍ତୁତି ଚାଲିଛେ । ରାଉରକେଲାନେ ଥିବାର ସବୁନୁ ବଡ୍ ହକି ଷ୍ଟାଡିୟମ୍ ଚାଲିଛେ ପ୍ରସ୍ତୁତି । ଇଥର କଳିଙ୍ଗ ଷ୍ଟାଡିୟମ୍ ସାଙ୍ଗେ ରାଉରକେଲା ହକି ଷ୍ଟାଡିଅମ୍‌ନେ ମ୍ୟାଚ୍ ଖେଲାଯିବା । ଆଏଜ୍ ମନ୍ତ୍ରୀ ତୁଷାର କାନ୍ତି ବେହେରା ଆସିକରି ହକି ଷ୍ଟାଡିୟମ୍ ଲାଗି ଚିହ୍ନଟ ପଡିଆନେ ଜାଗା ବୁଲିକରି ଦେଖିଛନ୍ । ଇ ସମିଆଁନେ ମନ୍ତ୍ରୀକଁର ସାଙ୍ଗେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡାଇ ଆରୁ ଦୁଶରା ଅଧିକାରୀ ସାମିଲ ହେଇଥିଲେ । ଇ ଅବସରନେ ଗୁଟେ ସଭାର ଭିଲ୍ ଆୟୋଜନ୍ କରାଯାଇଥିଲା ।

Leave A Reply

Your email address will not be published.