ବର୍ଷା-ଅନୁଭବ ପାରିବାରିକ ମାମଲାନେ ସୁପ୍ରିମ୍ କୋର୍ଟଙ୍କର ରାୟ

ପଟିଆଲା ପେମିଲ କୋର୍ଟନେ ଅନୁଭବ ଦେଇଥିବାର ଛାଡପତ୍ର ମାମଲାନେ ସ୍ଥଗିତାଦେଶ ଜାରି

0

ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଆର ବର୍ଷା ପ୍ରିୟଦର୍ଶିନୀଙ୍କର ପାରିବାରିକ ଝମେଲା ମାମଲା । ଇ ମାମଲାନେ ସୁପ୍ରିମ କୋର୍ଟନେ ପୁହୂଞ୍ଚିଲା ବାଦ୍ ଆଝି ବର୍ଷାଙ୍କର ଆଡୁ କରାଯାଇଥିବାର ଟ୍ରାନ୍ସଫର ପିଟିସନ ମାମଲାର ଶୁଣାଣି ହେଇଛେ । ଜଷ୍ଟିସ୍ ହୃଷିକେଶ ରାୟଙ୍କର ଝନକିଆ ଖଣ୍ଡପୀଠନେ ମାମଲାର ଶୁଣାଣି ହେଇଛେ । ପଟିଆଲା ହାଉସ୍ ଫେମିଲି କୋର୍ଟନେ ଅନୁଭବଙ୍କର ଆଡୁ ଦାଖଲ ହେଇଥିବାର ଛାଡପତ୍ର ମାମଲାକେ ସ୍ଥଗିତ ରଖବାକେ ନିର୍ଦ୍ଧେଶ ଦେଇଛନ୍ ସର୍ବେ।ଚ୍ଚ ନ୍ୟାୟାଳୟ । ଦୁହିଙ୍କୁ ନିଜର ନିଜର ଭିତରେ ଆଲୋଚନା ଆର ସମାଧାନ କରବାର ଲାଗି ଉଭୟ ପକ୍ଷର ଓକିଲଙ୍କୁ ଦିଆଯାଇଛେ ନିର୍ଦ୍ଦେଶ । ସେପ୍ଟମ୍ବର ୧୬ ତାରିଖନେ ଅନୁଭବଙ୍କର ଆଡୁ ଦାଖଲ ଛାଡପତ୍ର ମାମଲାକେ କଟକ ଫେମିଲି କୋର୍ଟକେ ସ୍ଥାନାନ୍ତର କରବାର ଲାଗି ବର୍ଷାଙ୍କର ଆଡୁ ଗୁଟେ ଟ୍ରାନ୍ସଫର ପିଟିସନ୍ ଦାଖଲ କରାଯାଇଥିଲା ।

Leave A Reply

Your email address will not be published.