Browsing Tag

Odisha Police 3rd

ନ୍ୟାୟିକ୍ ବେବସ୍ଥାନେ ତିନ୍ ନମ୍ବରନେ ଓଡ଼ିଶା

ଓଡ଼ିଶା ପୁସିଲକେ ମିଲିଛେ ବଡ୍ ସଫଲତା । ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟନେ ପୁଲିସର ନ୍ୟାୟିକ ବେବସ୍ଥାନେ ଓଡ଼ିଶା ପୁଲିସକେ ତିନ୍ ନମ୍ବରନେ ରହିଛେ । ଦେଶର ୧୮ଟା ବୃହତ୍‌, ମଧ୍ୟମ୍ ରାଜ୍ୟ, ୭ଟା ଛୋଟ ରାଜ୍ୟକେ ନେଇକରି ହେଇଥିବାର ସର୍ଭେ ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟନେ ଏନ୍ତା ସଫଲତା ମିଲିଛେ ଓଡ଼ିଶାକେ…