କାଏଁଥିର ଲାଗି ବଢୁଛେ ବେମାର

0

କରୋନା ରୋଗୀକଁର ସଂଖ୍ୟା ଦିନୁ ଦିନ୍ ବଢି ବଢି ଚାଲିଛେ । ଫି ଦିନ୍ ଲାଖ୍ ଲାଖ୍ ସଂଖ୍ୟାନେ ବଢୁଥିବାର କରୋନା ପଜିଟିଭ୍ ଇହାଦେ ମୁଡଦୁଖା ବନିଛନ୍ । ସଂକ୍ରମଣନେ ରୋକ୍ ଲାଗବାର ବଦଲେ ବଢି ବଢି ଚାଲିଛେ । ଆରୁ ଇ ଚେନ୍‌କେ ବ୍ରେକ୍ ଲଗାବାର ଲାଗି ପ୍ରାୟ ରାଜ୍ୟର ରାଜ୍ୟ ସରକାର ମାନେ ଲକଡାଉନ୍ ସଟଡାଉନ୍ ଘୋଷଣା କରୁଛନ୍ । ଓଡ଼ିଶାନେ ଭିଲ୍ ମେ ୫ ତାରିଖନୁ ୧୪ ଦିନ୍ ତକ୍ ଲକଡାଉନ୍ ଘୋଷଣା କରାଯାଇଛେ । ଗଲା ରଏବାର ଦିନ ଇଟା ନେଇକରି ମୁଖ୍ୟଶାସନ ସଚିବ ଘୋଷଣା କରିଥିଲେ ଆରୁ ୨ ଦିନ୍ ସମକୁଁ ସମିଆଁ ଦିଆଯାଇଥିଲା । ହେଲେ ଇଠାନେ କରୋନା ଚେନ୍ ବ୍ରେକ୍ ହେବାର ବଦଲେ ଆହୁରି ବଢବାର ଲେଖେଁ କଥା ଦେଖବାରଲାଗି ମିଲିଥିଲା । ଆରୁ ଲକଡାଉନ୍ ଆଗରୁ ଲୋକକଁର ଗହଲି ଦେଖଲେ ଜନାପଡୁଛେ ଯେ କରୋନା ନାଇଁ ହେବାର ଥିଲେ ଭିଲ୍ ହେବା । ଲକଡାଉନ୍ ଆଘୋନୁ ହେଇଥିବାର ଇ ଯତରା କାଏଁଥିର ଲାଗି ଜାନମା ପହରାର ଆଜିର ଇ ଭିଡିଓନେ ।

 

Leave A Reply

Your email address will not be published.