ଅପରାଧୀକଁର ଘର ସମ୍ବଲପୁର, ୧୦ ଦିନ୍‌ନେ ୪ ହତ୍ୟା

ସମ୍ବଲପୁରନେ ଖାଲି ପଡିଛେ ଡିଆଇଜି ଆରୁ ଏସପି ପଦ୍‌, ଜଲଦି ପଦ୍ ପୂରା ଲାଗି ଦାବି କଲା ଜିଲ୍ଲା ଓକିଲ୍ ସଂଘ

0

ସମ୍ବଲପୁରନେ ବଢି ବଢି ଚାଲିଛେ ଅପରାଧ୍ ଆରୁ ଅପରାଧୀକଁର ଦାଦାଗିରି । ଇହାଦେ ଅପରାଧୀକଁର ଘର ବନିଛେ ସମ୍ବଲପୁର ସହର ଆରୁ ଫି ଦିନ୍ କେନସି ନା କେନସି ଘଟନାକେ ନେଇକରି ହତ୍ୟା, ମାଡପିଟ୍ ଲେଖେଁ କଥା ଦେଖବାକେ ମିଲୁଛେ । ଗ୍ୟାଙ୍ଗ୍ ଗ୍ୟାଙ୍ଗ୍ ଭିତରେ ବେଶି ହତ୍ୟା ଘଟୁଥିବାର ବେଲକେ ପୁଲିସ ଆରୁ ପ୍ରଶାସନ୍ ନିଦା ବିଷ୍ଣୁ ସାଜିଛନ୍ । ଗଲା ୨ ମାସ୍ ଭିତରେ ସହରନେ ଅପରାଧୀକଁର ଉତ୍ପାତ୍ ବଢି ବଢି ଚାଲିଛେ । ଗଲା ୧୦ ଦିନ୍ ଭିତରେ ସହରନେ ୪ଜନ୍‌କଁର ହତ୍ୟା ହେଇଛେ ।

ସେଆଡେ ସମ୍ବଲପୁରନେ ୪ ମାସ୍ ହେଲାନ ଖାଲି ପଡିଛେ ଡିଆଇଜି ପଦ୍ ଆରୁ ଗଲା ମାସେ ହେଲାନ ଏସପି ପଦ୍ ଭିଲ୍ ଖାଲି ପଡିଛେ । ସହରେ ଗୁଟେ ଆଡେ ପୁଲିସ ପ୍ରଶାସନ୍ ଢିଲା ଥିବାର ବେଲକେ ଦୁଶରା ଆଡେ ନିଶା କାରବାର ଭିଲ୍ ବଢି ବଢି ଚାଲିଛେ । ଅପରାଧ୍ ଘଟବାରେ ପଛେ ନିଶା କାରବାର ଥିବାର କହିଛେ ଓକିଲ୍ ସଂଘ । ଜିଲ୍ଲାନେ କୋରେକ୍ସ କାରବାର ଚାଲିଥିବାର ନେଇକରି ପୁଲିସ ପାଶେ ଖବର ରହିଥିଲେ ଭିଲ୍ କେନସି ପଦକ୍ଷେପ୍ ନାଇଁ ନିଆଯାଉଥିବାର ଅଭିଯୋଗ ହେଇଛେ ।

ଡ୍ରଗ୍ ଇନ୍ସପେକ୍ଟର ଉଷୋ ଦୁକାନୀକୁଁ ଲାଇସେନ୍ସ ଦେବାରନେ ହିଁ ରହିଯାଉଛେ । ବେଲବୁଡଲେ କି ନିଶା କାରବାର ଆରମ୍ଭ ହେଇଯାଉଛେ ସହରେ । ଏନ୍ତାଥି ଲୋକ୍ ଘରୁ ବାହାରକେ ବାହାରିବାର ଲାଗି ଡରୁଛନ୍ । ସହରନେ ଅପରାଧ୍ ବଢୁଥିବାର ନେଇକରି ଜିଲ୍ଲା ଓକିଲ ସଂଘ ଆଡୁ ଜିଲ୍ଲାପାଳକୁଁ ଭେଟିକରି ଗୁଟେ ସ୍ମାରକ ପତ୍ର ଦେଇଛନ୍ । ଜଲଦି ସମମ୍ବଲପୁରନେ ଡିଆଇଜି ଆରୁ ଏସପି ପଦ୍ ପୂରା କରବାର ଲାଗି ଦାବି କରାଯାଇଛେ ଓକିଲ ସଂଘ ଆଡୁ ।

ଇତାର ସାଙ୍ଗେ କୁଲୁଥକାନୀନେ ୧୪ ଏକଡ ସରକାରୀ ଜମିକେ କିଛି ମାଫିଆ କବଜା କରବାକେ ଚେଷ୍ଟା କରୁଥିବାର ନେଇକରି ଭିଲ୍ ଅଭିଯୋଗ କରିଛନ୍ ଓକିଲ ସଂଘ । ଜିଲ୍ଲାନେ କେନସି କାମ୍ ଠିକ୍ ହିସାବେ ନାଇଁ ହେଉଥିବାର ଅଭିଯୋଗ କରାଯାଇଛେ ସଂଘ ଆଡୁ । ଗୁଟେ ସାମ୍ବାଦିକ୍ ସମ୍ମିଲନୀନେ ଇ ସବୁ ଅଭିଯୋଗ କରିଥିଲେ ସମ୍ବଲପୁର ଜିଲ୍ଲା ଓକିଲ୍ ସଂଘ ।

Leave A Reply

Your email address will not be published.