ଏନକାଉଣ୍ଟର୍‌ ଥି ୪ ଆତଙ୍କବାଦୀର୍‌ ଜୀବନ୍‌ ଗଲା

ଜମ୍ମୁନେ ଆତଙ୍କ୍‌ବାଦୀ ଆର୍‌ ଭାରତ୍‌ର ସେନା ଭିତ୍‌ରେ ଗୁଲିମାଡ୍‌

0

ଜମ୍ମୁନେ ଥିବାର୍‌ ନାଗ୍ରୋଟାର୍‌ ଗୁଟେ ଟୋଲ୍‌ ପ୍ଲାଜାନେ ଭାରତ୍‌ର ସେନା ଆର୍‌ ଆତଙ୍କ୍‌ବାଦୀ ଭିତ୍‌ରେ ହେଇଥିବାର୍‌ ଗୁଲିମାଡ୍‌ନେ ୪ଜନ ଆତଙ୍କ୍‌ବାଦୀର୍‌ ଏନକାଉଣ୍ଟର୍‌ କରବାର୍‌ ଥି ଭାରତ୍‌ର ସେନା ସଫଲ୍‌ ହେଇଛେ ।ସେ ଜାଗାନେ ଆତଙ୍କ୍‌ବାଦୀ ଥିବାର୍‌ ଖବର୍‌ ଉତାରୁ ସେ ଜାଗା ନେ ହାଇଆଲର୍ଟ ଆର୍‌ ସର୍ଚ୍ଚ ଅପରେସନ୍‌ କରାଯାଇଥିଲା । ତାର୍‌ ଉତାରୁ ଟୋଲ୍‌ ପ୍ଲାଜା ନେ ଗାଡି ଯାନ୍‌ଚ୍‌ କରୁଥିବାର୍‌ ସମିୟାନେ ଆତଙ୍କ୍‌ବାଦୀ ମାନେ ସୈନିକ୍‌ ମାନକଁର୍‌ ଉପରେ ଗୁଲି ଚଲାବାର୍‌ ଆରମ୍ଭ୍‌ କରିଥିଲେ । ଗୁଲି ଚଲେଇକରି ଜଙ୍ଗଲ୍‌ କେ ଯାଉଥିବାର୍‌ ବେଲେ ଏନ୍‌କାଉଣ୍ଟର୍‌ କରାଯାଇଥିଲା ।

 

ଗୁରୁବାର ସକାଲର୍‌ ୫ ବଜୁ ଏନ୍‌କାଉଣ୍ଟର୍‌ ଆରମ୍ଭ୍‌ ହେଇଥିଲା । ଇହାଦେ ଜମ୍ମୁ – ଶ୍ରୀନଗର୍‌ ମେନ୍‌ ରାସ୍ତା ସାଙ୍ଗେ ନାଗ୍ରୋଟାନେ ଭିଲ୍‌ ସୁରକ୍ଷାକେ କଡାକଡି କରାଯାଇଛେ ।

 

Leave A Reply

Your email address will not be published.